Browsing Tag

bargarh news

ନୂଆଁଖାଇ ପାଇଁ ଚଳଚଂଚଳ ବରଗଡ ଜିଲ୍ଲା : ସହରରେ ଡିଙ୍ଗରା ପିଟି ଲଗ୍ନ ଘୋଷଣା

ବରଗଡ଼, (ନିରୋଜ କୁମାର ପାଣୀ) : 'ସୁନ ସୁନ ଗାଁର ଲୁକେ ସୁନ । ଆଏବା ଗୁରବାର ୧ ତାରିଖ ପଚଂମୀ ତିଥି ଦିନର ୧୦.୩୩ରୁ ୧୧.୦୮ ଭିତରେ ନୂଆଁ ଖାଏବାର ଲାଗି ଗ୍ରାମଦେବୀ ମା' ସମଲେଇଙ୍କ ମନ୍ଦିର ନୁ ଲଗନ ବାହାରିଛେ । ହେ ସମିୟା ଭିତରେ ସଭେ ନିଜ ନିଜ ଇଷ୍ଟ ଦେବାଦେବୀ ନୁ ନୂଆଁ ଲଗାଇ କରି ନୂଆ
Read More...

୯୫ତମ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଗତ ଚାରି ବର୍ଷ ତଳେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ୱାରା ୨୦୧୮ ମସିହା ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମର ୯୫ତମ ଭାଗ ଚାରି ଛକ (ବିରମାଲ)ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ
Read More...

ବରଗଡ ଶାଖାର ଓଡିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମତା ଭବନଠାରେ ଗତକାଲି ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବରଗଡ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା କମିଟି ସଭାପତି ବଳରାମ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ସେପ୍ଟେମ୍ବର ୧୧
Read More...

ଇମ୍ପରିୟଲ କଲେଜ ପକ୍ଷରୁ ନାଟକ ବଡମା ପ୍ରଦର୍ଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଅହିଂସା ରଥକୁ ସ୍ୱାଗତ କରିବା ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ପରିୟଲ କଲେଜର ଛାତ୍ରଛାତ୍ରୀମାନେ ନାଟକ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ମୋହନ ସାହୁଙ୍କ ଲିଖିତ ଓ ମନୋରଜଂନ ସାହୁଙ୍କ ନିର୍ଦ୍ଦେଶୀତ ଏହି
Read More...

ଜାବ ଓ ବିଶ୍ୱେଶ୍ୱର ବାବା ମନ୍ଦିର କମିଟି ପକ୍ଷରୁ ସରଣ୍ଡା ମନ୍ଦିର ପ୍ରାଙ୍ଗଣରେ ସାମାଜିକ ବନୀକରଣ

ପୁରାତନ କୀର୍ତ୍ତିରାଜିର ସଂରକ୍ଷଣ ଆମର କର୍ତ୍ତବ୍ୟ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତି ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବପୀଠରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍‌ ବରଗଡ (ଜାବ) ଓ ମନ୍ଦିର ପରିଚାଳନା କମିଟିର ମିଳିତ ଉଦ୍ୟମରେ ମନ୍ଦିର ପରିସରରେ
Read More...

ନିଷ୍ଠା ପରିବାର, ତୋରେଶ୍ୱରୀ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ତୋରାର ମିଳିତ ପ୍ରୟାସରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ଓ ତୋରେଶ୍ୱରୀ ଯୁବ କ୍ରୀଡ଼ା ପରିଷଦ, ତୋରାର ମିଳିତ ପ୍ରୟାସରେ ତୋରା ଗ୍ରାମଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ମୋଟ ୩୦ ୟୁନିଟ୍
Read More...

ଶେଖ ଅସଗର ବରଗଡ ସୁନ୍ନି ବରେଲୱି ଜାମା ମସଜିଦ କମିଟି ଅଧ୍ୟକ୍ଷ ଭାବେ ମନୋନୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସୁନ୍ନି ବରେଲୱି ଜାମା ମସଜିଦ କମିଟି ନୂତନ ସଭାପତି ଭାବରେ ଶେଖ ଅସଗର (କାଲୱା)ଙ୍କୁ ମନୋନୀତ କରାଯାଇଛି । କିଛି ବ୍ୟକ୍ତିଗତ ସମସ୍ୟା ହେତୁ ପୂର୍ବତନ ସଭାପତି ଅବଦୁଲ ଇବ୍ରାହିମ ବୁଧବାର ଇସ୍ତଫା ଦେଇଥିଲେ, ଏହା ପରେ ଶୁକ୍ରବାର ଦିନ ସୁନ୍ନି ବରେଲୱି ଜାମା
Read More...

ବରଗଡ଼ରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ରବିବାର ବରଗଡରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ ହୋଇଯାଇଛି । ଏଥିରେ ୬୦ ଜଣ ଗରିବ ଅସହାୟ, ନିଷ୍ପେସିତ ମାନଙ୍କୁ ସମ୍ବିଧାନ ସୁରକ୍ଷା ମଂଚ, ବରଗଡ଼ ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା । ସ୍ଥାନୀୟ ସୌଖିନ ରଂଗ
Read More...

ଗଣପର୍ବ ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଜାବର ଆରଡିସିଙ୍କଠାରେ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସମୟରେ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ୍‌ ବରଗଡ (ଜାବ) ପକ୍ଷରୁ ଗତକାଲି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ପାଖରେ ଦାବୀ କରାଯାଇଛି । ଜିଲ୍ଲା ସଭାପତି ରବି ପଣ୍ଡା ଓ ସାଧାରଣ ସମ୍ପାଦକ
Read More...

ଗୋଡଭଗାଠାରେ ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଅହିଂସା ରଥ ସାରା ରାଜ୍ୟରେ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଗୋଡଭଗାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତ ସମର୍ଦ୍ଧନା ଜ୍ଞାପନ
Read More...