Browsing Tag

bargarh news

ବିଜେପୁର ଗଞ୍ଜେଇଭାଟି ଛକରେ ଦୁର୍ଘଟଣା : ୧୬ ବର୍ଷିଅ ଛାତ୍ରୀ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ଗଞ୍ଜେଇଭାଟି ଛକରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ୧୬ ବର୍ଷିଅ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସିଥିବା ସୁନିତା ମେହେର ନାମ୍ନୀ ଜଣେ ୧୬ ବର୍ଷିଅ ଝିଅ ନିଜ ମାମୁଁ ଘରକୁ
Read More...

ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି, ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି । ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ ସେ ଦିଗହରା ହୋଇଛି ବୋଲି ସ୍ଥାନୀୟ ଟାଉନ ହଲ୍‌ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଶାନ୍ତନୁ ବିଶ୍ଵାଳଙ୍କ
Read More...

ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିସରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୧୧୭ ବର୍ଷ ପୂର୍ତ୍ତି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖା ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଶାଖା ପ୍ରବନ୍ଧକ ରାଜେଶ କୁମାର ଥନାପତି, ସରସ୍ଵତୀ
Read More...

ଉମରା ହଜ ପାଇଁ ମକ୍କା ମଦିନା ଅଭିମୁଖେ ନଅ ଜଣ ଯାତ୍ରୀ

ବରଗଡ, (ନିରୋଜ କୁମାର ପାଣୀ) : ମୁସଲମାନ ସମ୍ପ୍ରଦାୟର ୯ ଜଣ ମହିଳା ଏବଂ ପୁରୁଷଙ୍କ ଏକ ସମୂହ ସୋମବାର ସାଉଦିଆରବ ଦେଶର ମକ୍କା ଏବଂ ମେଦିନା ସରିଫ ଅଭିମୁଖେ ଉମରା ହଜ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୂହ ପ୍ରଥମେ ବରଗଡ଼ ରେଲୱେ ଷ୍ଟେସନରୁ ବାହାରି ଦିଲ୍ଲୀ ପହଞ୍ଚିବା ପରେ
Read More...

ବରଗଡ଼ ଜିଲ୍ଲାରେ ୨୯୧ ମିମି ବର୍ଷା ରେକର୍ଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲାର ବିଜେପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୬୬.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ବରପାଲି ବ୍ଲକ ଅଞ୍ଚଳରେ ସର୍ବନିମ୍ନ
Read More...

ଆପ୍‌ର ବରଗଡ଼ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଟାଉନ୍‌ ହଲ୍‌ରେ ଆମ୍‌ ଆଦ୍‌ମୀ ପାର୍ଟିର ବରଗଡ଼ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଏବଂ ପଞ୍ଜାବ ପରେ ଓଡ଼ିଶାରେ ଅଙ୍କ କଶୁଛି ଆମ୍‌ ଆଦ୍‌ମୀ ପାର୍ଟି । ମେକ୍‌ ଇଣ୍ଡିଆ ନଂ ୧ ନାରା ସହିତ ପ୍ରତ୍ୟେକ ଜିଲ୍ଲାରେ
Read More...

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡ଼ି

ବରଗଡ଼, (କେପିଏନ୍‌ଏସ୍‌) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାର କୃଷକମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ କୃଷକମାନେ ଯେପରି ନିଜ ଗ୍ରାମରେ ଥାଇ ଚାଷ ସମ୍ପର୍କିତ ସମସ୍ତ ସୁବିଧା ପାଇ ପାରିବେ ସେଥିପାଇଁ ନାବାର୍ଡ ମାଧ୍ୟମରେ
Read More...

ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହେଲପିଂ ଏଚିଭର୍ସ ଫାଉଣ୍ଡେସନ ପକ୍ଷରୁ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ ଓ ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ହଳଧର
Read More...

କଫ ସିରଫ୍ ଚୋରା ଚାଲାଣ : ୨ ଅଭିଯୁକ୍ତ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚୋରା ଚାଲାଣ କରୁଥିବା ୮ଶହ ବୋତଲ କଫ ସିରଫ୍‌ ବୋଝେଇ ଏକ ଅଟୋ ଟାଉନ ଥାନା ପୋଲିସ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ସମ୍ପର୍କରେ ସମ୍ବାଦିକମାନଙ୍କୁ ସୂଚନା ଦେଇ ଟାଉନ ଥାନା ଅଧିକାରୀ ସତ୍ୟଜିତ୍ ଖାଣ୍ଡେଲକର
Read More...

ବିଶ୍ୱ ଉପଚାର ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲପାଲି ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀଠାରେ ବିଶ୍ୱ ଉପଚାର ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଗଣ୍ଡତୁରୁମର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...
error: Content is protected !!