Browsing Tag

bargarh news

ସମ୍ବିଧାନର ଦିବସ ପାଳନ ପାଇଁ ସମ୍ବିଧାନ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସ୍ମିତ ବରିଷ୍ଠ ନାଗରିକ ସଙ୍ଘ କାର୍ଯ୍ୟାଳୟରେ ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏହି ବର୍ଷ ସୁରକ୍ଷା ମଞ୍ଚର ସପ୍ତମ ବର୍ଷ ସମ୍ବିଧାନ ଦିବସ ପାଳନ ହେବ
Read More...

କୁସଂସ୍କାରର କୁପରିଣତି : ଅନ୍ଧବିଶ୍ୱାସରୁ ଚାରିକାନ୍ଧ ପାଇଲେଣି ଏଡସ୍‌ ରୋଗୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଟକୁ ପହଞ୍ଚି ସାରିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ରହିଅଛି ଅନେକ ଅନ୍ଧବିଶ୍ୱାସ । ଆଜିର ଶିକ୍ଷିତ ସମାଜରେ ମଧ୍ୟ ଜଣେ ଏଡସ୍ ଆକ୍ରାନ୍ତଙ୍କୁ ସମାଜ ସବୁବେଳେ ଘୃଣା ଚକ୍ଷୁରେ ଦେଖେ । କେତେବେଳେ ସାମାଜିକ ବାସନ୍ଦ ହେବାକୁ
Read More...

ଜୈବିକ ବ୍ୟବସାୟ ଭିତ୍ତିକ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ତାଲିମ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ମହାଶକ୍ତି ଫାଉଣ୍ଡେସନ ନାବାର୍ଡର ସହାୟତାରେ ଜୈବିକ ଉପାୟରେ ବ୍ୟବସାୟିକ ଭିତ୍ତିକ ପନିପରିବା ଚାଷ ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାତଟି ପଂଚାୟତର ୧୭ଟି ସ୍ୱୟଂ ସହୟିକା ଗୋଷ୍ଠୀର ୩୦ଜଣ
Read More...

ଶିଶୁ ହସିଲେ ବିଶ୍ଵ ହସେ

ବରଗଡ଼, (ନିରୋଜ କୁମାର ପାଣୀ) : ଶିଶୁ ହସିଲେ ବିଶ୍ଵ ହସେ । ଶିଶୁର ବିକାଶ ହିଁ ଦେଶର ଭବିଷ୍ୟତର ବିକାଶ ବୋଲି ବରଗଡ ମହିଳା ସମିତି ପକ୍ଷରୁ ପାଳିତ ଶିଶୁ ଦିବସ ସମାବେଶରେ ବିଶିଷ୍ଟ ସମାଜସେବୀ ଗୀତା ମିଶ୍ର ଉଲ୍ଲେଖ କରି ଶିଶୁମାନଙ୍କର ସୁରକ୍ଷା ବର୍ତ୍ତମାନର ସମୟ ଉପରେ ହିଁ ନିର୍ଭର କରେ ବୋଲି
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଚାମ୍ପିଆନ

ବରଗଡ, (ନିରୋଜ କୁମାର ପାଣୀ) : ଜୋନାଲସ୍ତରୀୟ (ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ବଲାଙ୍ଗିର, ସୋନପୁର ଜିଲ୍ଲାସ୍ଥରୀୟ) ବ୍ୟାଣ୍ଡ ପ୍ରତିଯୋଗିତାରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚାମ୍ପିଆନ ହୋଇ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ କର
Read More...

କୋର କାର୍ବନ ଚିରନ୍ତନ ଧାନ ପଦକ୍ଷେପ ଭାରତ ଗୋଲଡ଼ ଷ୍ଟାଣ୍ଡାର୍ଡ ଅନ୍ତର୍ଗତ ଅଂଶୀଦାରମାନଙ୍କ ପରାମର୍ଶ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଳଛାୟା ପ୍ରକଳ୍ପ ଭବନଠାରେ କୋର କାର୍ବନ ଚିରନ୍ତନ ଧାନ ପଦକ୍ଷେପ ଭାରତ ଗୋଲଡ଼ ଷ୍ଟାଣ୍ଡାର୍ଡ ଅନ୍ତର୍ଗତ ଅଂଶୀଦାରମାନଙ୍କ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମାର୍ଧରେ ରୋଜାଲିନ ଭୂୟାଁ, ସମ୍ପାଦିକା ମହାଶକ୍ତି
Read More...

ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସମ୍ମାନିତ ହେଲେ ସୁଜିତ କୁମାର ଶତପଥୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ସୁନାମଧନ୍ୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଦ୍ଵାରା ଆୟୋଜିତ ଅନୁଷ୍ଠାନର ୧୮ତମ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ପଦ୍ମପୁର ନିବାସୀ ଡ. ସୁଜିତ କୁମାର ଶତପଥୀଙ୍କୁ ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ
Read More...

କୋଶଳାଞ୍ଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ, ସାମାଜିକ ମଞ୍ଚରେ ସମ୍ମାନିତ ହେଲା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭାବରେ ଗଢି ଉଠିଥିବା ସାମାଜିକ ଅନୁଷ୍ଠାନ ନିଜର ସାମାଜିକ କାର୍ଯ୍ୟ ପାଇଁ କୋଶଲ ଅଞ୍ଚଳରେ ହେଉଥିବା ବିଭିନ୍ନ ମଞ୍ଚରେ ସମ୍ମାନିତ ହେବାର ଗୌରବ ପାଇପାରିଛି । ତୋରା ପ୍ରାଥମିକ ବିଦ୍ୟାଳୟ ୧୨୫ତମ ଜନ୍ମ ଜୟନ୍ତୀ
Read More...

ମହିଳା ଚେତନା ବିନା ସାମାଜିକ ସମୃଦ୍ଧି ଅସମ୍ଭବ : ଡ. ପ୍ରଦୀପ ହୋତା

ବରଗଡ, (ନିରୋଜ କୁମାର ପାଣୀ) : ଯେଉଁ ଅଂଚଳ ଯେତିକି ମହିଳା ଚେତନାରେ ସମୃଦ୍ଧ ସେହି ଅଞ୍ଚଳ ସେତିକି ଅଧିକ ପ୍ରଗତିଶୀଳ ଓ ସମ୍ୱେଦନ ରହିତ । ବରଗଡ ମହିଳା ମହାବିଦ୍ୟାଳୟର ନାମ ପରିବର୍ତ୍ତିତ ହୋଇ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ନାମିତ ହେବା ପଛରେ ବରଗଡ ମହିଳା ସମିତି ର ଉଦ୍ୟମ ସର୍ବାଗ୍ରେ
Read More...

ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ କଳାଗ୍ରାମ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବୁରୋମୁଣ୍ଡାର କଳାଗ୍ରାମରେ ହେଉଥିବା ପ୍ରକଳ୍ପକୁ ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ପ୍ରକଳ୍ପ ପରିଦର୍ଶନ କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କଳାଗ୍ରାମ ତରଫରୁ ଆସନ୍ତା
Read More...