Browsing Tag

bargarh news

ବରଗଡ଼ରେ ଭାଜପା ରାଜ୍ୟ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାଜପା.ର କେନ୍ଦ୍ରୀୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦଳକୁ ମଜଭୁତ କରିବା କୁ ହେଲେ ତୃଣମୂଳ ସ୍ତରରୁ ପୁଣି ଥରେ ସଜାଡିବାକୁ ହେବ ବୋଲି କହିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି ବରଗଡ଼ ଜିଲ୍ଲା ଗସ୍ତ କରି କର୍ମକର୍ତ୍ତାଙ୍କୁ
Read More...

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଦେଇ ମଧ୍ୟ ସେବାରେ ଉନ୍ନତି ନାହିଁ

ବରଗଡ଼, (ନିରୋଜ କୁମାର ପାଣୀ) : ରବିବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ବିଦ୍ୟୁତ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ସଂଘର ସମ୍ପାଦକ ସର୍‌ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଦସ୍ୟମାନେ ବିଦ୍ୟୁତ ସମ୍ପର୍କୀୟ ବିଭିନ୍ନ
Read More...

କୋଭିଡ-୧୯ କଟକଣା ଯୋଗୁଁ ବାତିଲ୍‌ ହେଲା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ

ବରଗଡ଼, (ସତ୍ୟନାରାୟଣ ପଧାନ) : ଖୋଲା ରଙ୍ଗମଞ୍ଚ ପାଇଁ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ-୧୯ କଟକଣା ପରିପ୍ରେକ୍ଷୀରେ ନ କରିବାକୁ କୋର୍‌ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା
Read More...

ସର୍ବଜନୀନ ସ୍ବାସ୍ଥ୍ୟ ସେବା ସଚେତନତା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସର୍ବଜନୀନ ସ୍ବାସ୍ଥ୍ୟ ସେବା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ସେବା କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଏକ
Read More...

ବରଗଡ଼ ଓକିଲ ସଂଘ ନୂତନ ସଭାପତି ହେଲେ ଶ୍ୟାମ ଅଦାବର

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଓକିଲ ସଂଘ ର ନୂତନ ସଭାପତି ଭାବେ ଶ୍ୟାମ ସୁନ୍ଦର ଅଦାବର ନିର୍ବାଚିତ ହୋଇଛନ୍ତି । ଆଜି ସଂଘର ଲାଇବ୍ରେରୀ ହଲଠାରେ ଅନୁଷ୍ଠିତ ନିର୍ବାଚନରେ ସମ୍ପାଦକ ଭାବରେ ହରିହର ପ୍ରଧାନ, ଉପସଭାପତି ମାନଭଞ୍ଜନ ତ୍ରିପାଠୀ ଏବଂ ଯୁଗ୍ମ ସମ୍ପାଦକ ଭାବରେ ରାଜେନ୍ଦ୍ର
Read More...

ଅମେ ବି ମଣିଷ : ଅସହାୟଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ସଂକ‌ଳ୍ପ ରିବାରର ଭିନ୍ନ ଏକ ପ୍ରୟାସ

ବରଗଡ଼, (ନିରୋଜ କୁମାର ପାଣୀ) : ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ସଂକ‌ଳ୍ପ ପରିବାରର ଏକ ଅଭିନବ ପ୍ରୟାସ । ଆପଣଙ୍କ ପାଖରେ ଯଦି ଅଧିକ ଥାଏ, ତା ହେଲେ ଦେଇକି ଯାଆନ୍ତୁ ଓ ଦରକାର ଥିଲେ ନେଇକି ଯାଆନ୍ତୁ । ଆସନ୍ତୁ ସଂକ‌ଳ୍ପ ପରିବାରର ଏହି ମହତ କାର୍ୟ୍ୟରେ ସାମିଲ ହେବା ଓ ଅସହାୟ
Read More...

ବରଗଡ଼ ମ୍ୟୁନିସିପାଲଟିର ପୂର୍ବତନ ନଗରପାଳ ଦେବକୀ ସାହୁଙ୍କ ପରଲୋକ

ବରଗଡ, (ସତ୍ୟନାରାୟଣ ପଧାନ) : ବରଗଡ଼ ପୌରପରିଷଦ ଅର୍ନ୍ତଗତ ଓ୍ବାର୍ଡ- ୧୮ ବନ୍ଧୁରଟିକ୍ରା ନିବାସୀ ଶ୍ରୀମତୀ ଦେବକୀ ସାହୁ ୮୭ବର୍ଷ ବୟସରେ ଆଜି ରାତ୍ରି ୭.୩୦ ମିନିଟ୍ ସମୟରେ ପରଲୋକ ଘଟିଛି । ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ସେ ବରଗଡ଼ ମ୍ୟୁନିସିପାଲଟିର ଉପ-ନଗରପାଳ ଓ କିଛି ସମୟ ପର୍ୟ୍ଯନ୍ତ
Read More...

ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟିର ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ରବି ଋତୁ ପାଇଁ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟିର ବୈଠକ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ରେ ରବି ଋତୁରେ ସମୁଦାୟ ୧୩୭୮୮୩ ହେକ୍ଟର ଚାଷ ଜମିରେ
Read More...

ସରକାରୀ ସ୍କୁଲ ବନ୍ଦ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ୨୭୩ ଟି ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ଏବେ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଭଟଲି ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ଠାରେ ପ୍ରତିବାଦ କାର୍ୟ୍ୟକ୍ରମ କରାଯାଇଛି । ଶୁକ୍ରବାର ଶତାଧିକ ମହିଳା,
Read More...

ନିଷ୍ଠା ପରିବାର ତରଫରୁ କରୋନା ସଂକ୍ରମିତ ମୃତକଙ୍କ ଶବଦାହ

ବରଗଡ଼, (ସତ୍ୟନାରାୟଣ ପଧାନ) : ସୋହେଲାର ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନିଜର କେହି ନାହାନ୍ତି ବୋଲି ଜିଲ୍ଲା ପ୍ରଶାସନଠୁ ଖବର ପାଇଥିଲା ନିଷ୍ଠା ପରିବାର । ସଂଗେ ସଂଗେ ଟିମ୍‌ ନିଷ୍ଠା ପହଞ୍ଚି କାଠ ଯୋଗାଡ କରିବା ସହ ଶବ ସତ୍କାର କରିଥିଲା । ମୃତକଙ୍କ
Read More...