Browsing Tag

bargarh news

ଦାରିଦ୍ରତା ସାଜିଛି ବଞ୍ଚିବାରେ ବାଧକ : ଦୁର୍ଦିନରେ ଜୀବନ ବିତାଉଛନ୍ତି ଅସହାୟ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମ ବନ୍ଦପଡା ଠାରେ ରହୁଥିବା ଗୌରଚରଣ ସାହୁ(୭୫)ଙ୍କ ଦୁଇ ପୁଅ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୁଅ ଝିଅଙ୍କ ଚିକତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର
Read More...

ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଅତିଶୀଘ୍ର ଧାନ ବିକ୍ରି ନେଇ ହେଉଥିବା ଚାଷୀଙ୍କ ସବୁ ପ୍ରକାର ସମସ୍ୟା ସମାଧାନ ଦାବୀରେ…

ବରଗଡ, (ନିରୋଜ କୁମାର ପାଣୀ) : କରୋନା ଯୋଗୁଁ ଲକଡାଉନ ଓ ଏହା ମଧ୍ୟରେ ୟାସ ବାତ୍ୟା ଯୋଗୁଁ ଚାଷୀ ଧାନ ଅମଳ କରିପାରୁନାହିଁ କି ଅମଳ ହୋଇଥିବା ଧାନ ବିକ୍ରି କରି ପାରୁନାହିଁ । ଏଭଳି ସମୟରେ ଅନେକ ଚାଷୀଙ୍କ ଟୋକନର ଅବଧି ସରିଯାଇଥିଲେ ମଧ୍ୟ ସେମାନେ ବଜାରକୁ ଧାନ ନେଇ ପାରିନାହାନ୍ତି । ଯେଉଁ
Read More...

ଡାକ୍ତରଖାନାରେ ଅଚିହ୍ନା ଶବ ରଖି ଯୁବକ ମାନେ ଫେରାର୍‌

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ବର୍ତମାନ କିଛି ସମୟ ପୂର୍ବରୁ ଚାରିପାଞ୍ଚ ଜଣ ଯୁବକ ଏକ ଅଜଣା ଶବ ଏକ ଚାରି ଚକିଆ ଗାଡି ଙଜ ୧୭ ଏଫ୍‌ ୮୫୨୧ ଆଣି ଥୋଇ ଦେଇ ଫେରାର ହୋଇଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ଚକରକେନ୍ ରାସ୍ତା କଡରେ ପଡିଥିବା ଅବସ୍ଥାରେ
Read More...

ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ବିୟୋଗ

ବରଗଡ଼, (ପୁସ୍ତମ୍ ଯୁଆଡି) : ସମ୍ପୂର୍ଣ୍ଣ ସମ୍ବଲପୁରୀ ଭାଗବତ ଓ ମହାଭାରତର ରଚୟିତା ବିଖ୍ୟାତ ସଂସ୍କୃତ ଭାଷା ଶାସ୍ତ୍ରୀ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ଶ୍ରୀମତୀ ତପସ୍ୱିନୀ ସାହୁ କରୋନାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହେଉଥିଲା । କିଛିଦିନ ତଳେ
Read More...

ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ବିତୀୟ ଲହରରେ କବଳିତ ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫରୁ ଆଜି ତା ୨୬/୦୫/୨୦୨୧ରିଖ ସକାଳ ୯ଟାରେ ନିଷ୍ଠା ପରିବାରର ଉପଦେଷ୍ଠା
Read More...

ଚାଷୀଙ୍କ ପାଇଁ ଆଲୋଚନାରେ ସାଂସଦ ପ୍ରତିନିଧି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର ଭେଡେନ ଓ ସହଁରାଟିକରା ମାର୍କେଟକୁ ଯାଇ ଚାଷୀମାନଙ୍କ ଧାନ ବିକ୍ରୟ ସମନ୍ଧରେ ଆଲୋଚନା କରିଥିଲେ । ମାର୍କେଟ ୟାର୍ଡ଼ ସରକାର ଓ ସମବାୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ।
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ରଥ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନରୁ କରୋନାର ଦ୍ୱିତୀୟ ଲହର ଏବେ ଗାଁ ମୁହାଁ ହୋଇଥିବା ବେଳେ ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଅବସରରେ ଗାଁ ଗହଳିର ଲୋକମାନଙ୍କୁ ସଚେତନ କରିବା ତଥା ସାହାଯ୍ୟ କରିବା ପାଇଁ ବରଗଡ଼
Read More...

ନିଷ୍ଠା ପରିବାର ତରଫରୁ ଅକ୍ସିଜେନ ସେବା ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ନିଷ୍ଠା ପରିବାର କରୋନା ମହାମାରୀ ସମୟରେ ବିଭିନ୍ନ ସେବା ଯୋଗାଇ ଆସୁଛି । ସେହିପରି ଭାବରେ ଗତକାଲି ଠାରୁ ନିଷ୍ଠା ପରିବାର ତରଫରୁ ଅକ୍ସିଜେନ ସେବା ମଧ୍ୟ ଆରମ୍ଭ କରାଯାଇଛି । ତେବେ ଅକ୍ସିଜେନ ସିଲିଣ୍ଡର ପାଇବା ପାଇଁ ଅନୁଷ୍ଠାନର ଶ୍ୟାମ ସୁନ୍ଦର ସାହୁ
Read More...

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ରଘୁପତି ମହାପାତ୍ରଙ୍କ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ୍ ରଘୁପତି ମହାପାତ୍ରଙ୍କ ୭୯ ବର୍ଷ ବୟସରେ ସକାଳୁ ୧୦.୪୦ ମିନିଟ ସମୟରେ ଦେହ ତ୍ୟାଗ କରି ପରଲୋକ ଗମନ କରିଛନ୍ତି । ସେ ଜଣେ ପରୋପକାରୀ, ଧର୍ମ ପରାୟଣ, ମେଳାପି
Read More...

ପିମ୍ପୁଡି ଖାଉଥିବା ଅସହାୟ ଶବ ରାସ୍ତା କଡରୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ଦିନେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ବି ଭାବି ନଥିଲେ । ମହାମାରୀର ମହାତାଣ୍ଡବ, କେତେ ଯେ ଆଖିକୁ ଓଦା କଲାଣି, ତାହା ଭାବିଲା ବେଳକୁ ଛାତି ଥରି ଉଠୁଛି । ଆଉ ଏହାରି ଭିତରେ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରୁ ଆସିଛି ଏକ ହୃଦୟ
Read More...