Browsing Tag

bargarh news

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ୍ରେନ୍‌ ସମସ୍ୟାକୁ ନେଇ ଗ୍ରାମବାସୀ ଉତ୍ତେଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ ୮ କିଲୋମିଟର ଦୂର ଟୁକୁର୍ଲ୍ଲା ମୌଜାରେ ଗଢି ଉଠିଥିବା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନିର୍ଗତ ହେଉଥିବା ମଇଳା ପାଣିକୁ ନେଇ ଆଜି ଟୁକୁର୍ଲ୍ଲା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗ୍ରାମରୁ ଶତାଧିକ ମହିଳା ପୁରୁଷ
Read More...

ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ପାଳିତ

ବରଗଡ, (କେପିଏନ୍‌ଏସ୍‌) : ସଂପୂର୍ଣ୍ଣ ସମର୍ପଣ ଭାବ ସହ ମାନବୀୟ ମୂଲ୍ୟବୋଧକୁ ଆଧାର କରି ଏକ ସରଳ, ସୁନ୍ଦର ଜୀବନ ବଂଚିବାକୁ ଗଙ୍ଗାଧର ସାହିତ୍ୟ ପ୍ରେରଣା ଦିଏ‛ବୋଲି ବିକାଶ ଡିଗ୍ରୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବରେ ବକ୍ତାମାନେ ମତପୋଷାଣ କରିଥିଲେ । ଅଧ୍ୟକ୍ଷ
Read More...

ଆନ୍ତଃ ଜିଲ୍ଲା ମହିଳା ପି ସି ବେହେରା ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆସନ୍ତା ୨୩ ତାରିଖ ରୁ ୩ଟି ଜୋନ ବରଗଡ, ସୋହେଲା ଓ…

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୨୩ ତାରିଖରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଆନ୍ତଃ ଜିଲ୍ଲା ମହିଳା ପି ସି ବେହେରା ଫୁଟବଲ୍ ଟୁର୍ନାମେଣ୍ଟ । ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ଜିଲ୍ଲା କ୍ରୀଡା ସଂସଦ ବରଗଡର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଟି ଆସନ୍ତା
Read More...

ଜନ୍ମ ପୀଠରେ ଗଙ୍ଗାଧର ଜୟନ୍ତୀ

କବି ଗଙ୍ଗାଧର ଥିଲେ ସତ୍ୟ, ଶିବ, ସୁନ୍ଦର ଏକ ନିଷ୍ଟ ଉପାସକ ବରଗଡ, (ନିରୋଜ କୁମାର ପାଣୀ) : କବି ଗଙ୍ଗାଧର ଥିଲେ ସତ୍ୟ ଶିବ ସୁନ୍ଦରର ଏକ ନିଷ୍ଠ ଉପାସକ ତଥା ମାନବବାଦର ଆଦ୍ୟ ପ୍ରବର୍ତ୍ତକ । ତାଙ୍କ କାବ୍ୟ ସମ୍ଭାରରେ ନୈସର୍ଗିକ ଶାଶ୍ଵତ ସତ୍ତାର ଉପଲବ୍ଧି ହୁଏ ବୋଲି ଜନ୍ମ ପୀଠ ବରପାଲିରେ
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋଏଲ ଏବଂ ଆରକ୍ଷୀ
Read More...

କର୍ମଭୂମି ବିଜେପୁରରେ ସ୍ଵଭାବ କବି ଗଙ୍ଗାଧର ଜୟନ୍ତୀ

ଋଷିକବି ଗଙ୍ଗାଧର ଥିଲେ ଭାବ ଓ ଶବ୍ଦର ଯାଦୁକର ବରଗଡ, (ନିରୋଜ କୁମାର ପାଣୀ) : ଋଷିକବି ଗଙ୍ଗାଧର ଥିଲେ ଭାବ ଓ ଶବ୍ଦ ଯାଦୁକର । ପୁଣି ଆଚରଣ ଓ ଉଚ୍ଚାରଣରେ ତାଙ୍କର ଭିନ୍ନତା ନଥିଲା । ତେଣୁ ଗଙ୍ଗାଧର ସାହିତ୍ୟ କାଳଜୟୀ ହୋଇପାରିଛି । ବରଗଡ ଜିଲ୍ଲା କର୍ମଭୂମି ବିଜେପୁରରେ ଖଗେଶ୍ୱର
Read More...

ବିଜେପୁରରେ ରାକ୍ଷୀ ବାନ୍ଧି ନିଶା ନିବାରଣ କାର୍ଯ୍ୟକ୍ରମ

ସଚେତନତା ନାଟକରେ ବିମୋହିତ ହେଲେ ଦର୍ଶକ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଠାରେ ସମ୍ବାଦ ଆମ ଓଡ଼ିଶା ଓ ରେଡ଼ିଏନ୍ସ ଶିକ୍ଷାନୁଷ୍ଠାନ ଆୟୋଜନରେ ରାକ୍ଷୀ ବାନ୍ଧି ନିଶା ନିବାରଣ କାର୍ଯ୍ୟକ୍ରମ ସୋମବାର ଦିନବ୍ୟାପୀ ଆୟୋଜିତ ହୋଇଯାଇଛି । ହଜାର ହଜାର ଛାତ୍ରଛାତ୍ରୀ,
Read More...

ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାମାଜିକ ସେବା ସଙ୍ଗଠନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଦେଶର ୭୮ତମ ସ୍ୱାଧୀନତା ଦିବସ ପାଳନ
Read More...

ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଥିବା ସମ୍ବଲପୁରୀ ଫୋକ ଏକାଡେମୀ (କଳାଗ୍ରାମ) ତରଫରୁ ତଥା ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ସହାୟତାରେ ମହା ସମାରୋହରେ ମଙ୍ଗଳବାର ଦିନ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ
Read More...

ଶହୀଦଙ୍କ ସ୍ମୃତି ଉଦ୍ଧେଶ୍ୟରେ ଗଢିଉଠିଥିବା ବୀର ଛକ ମଇଳା ଆବର୍ଜନାରେ ପରିପୂର୍ଣ୍ଣ : ସାଧାରଣରେ ଅସନ୍ତୋଷ

ବରଗଡ, (ନିରୋଜ କୁମାର ପାଣୀ) : ଆମ ଦେଶ ଭାରତ ଚଳିତ ବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି କିନ୍ତୁ ଦୁଃଖର ବିଷୟ ଯେ, ଦେଶକୁ ସ୍ୱାଧୀନ କରିବାରେ ଯେଉଁମାନେ ନିଜର ସର୍ବସ୍ୱ ବଳିଦାନ ଦେଇ ଆମକୁ ବ୍ରିଟିଶ କବଳରୁ ମୁକ୍ତି ଦେଇଥିଲେ ଆଜି ସେଇ ମହାନ ସ୍ୱାଧୀନତା ସଂଗ୍ରାମୀ,
Read More...