Browsing Tag

bargarh news

ଉତ୍ପାଦନକାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ମୁଖ୍ୟତଃ କୃଷି, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ହସ୍ତତନ୍ତକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଚଳୁଛନ୍ତି । ତାଙ୍କ ଏହି ଜୀବିକା କିପରି ଭାବେ ପରବର୍ତ୍ତୀ ସୋପାନକୁ ନେଇ ଉତ୍ପାଦନକାରୀ ମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଦିଆଯାଇ ପାରିବ
Read More...

ଆଶ୍ରୟ ସ୍ଥଳୀ ସାଜିଛି ପାଇଖାନା ଘର

ବରଗଡ, (ନିରୋଜ କୁମାର ପାଣୀ) : ଘର ନାହିଁ, ଜୀବନ ଚାଲିଛି ଛୋଟ ପାଇଖାନା ଭିତରେ, ଦୁଇବର୍ଷ ହେବ ଏକ ପାଇଖାନା ଘରେ ଜୀବନ ବିତାଉଛନ୍ତି ନିରାଶ୍ରୟ ମନ୍ଥରା ବରିହା । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ, ରୁଚିଦା ଗ୍ରାମପଞ୍ଚାୟତ ବରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ରାଜ୍ୟ
Read More...

ଜାତୀୟ ଡାକ୍ତର ଦିବସରେ ଡାକ୍ତର ଶିଶିର ସାହୁ ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜାତୀୟ ଡାକ୍ତର ଦିବସ ଅବରସରେ ସୋହେଲାର ଜଣାଶୁଣା ଡାକ୍ତର ଶିଶିର ସାହୁଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବର୍ଦ୍ଧିତ କରିଛନ୍ତି । ମନ୍ତ୍ରୀ ଶ୍ରୀ ସିଂ ଡାକ୍ତର ସାହୁଙ୍କ ବାସଭବନକୁ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ
Read More...

ନୂତନ ଜିଲ୍ଲାପାଳ ଭାବେ ମୋନିଷା ବାନାର୍ଜୀ କାର୍ଯ୍ୟଭାର ଗ୍ରହଣ କଲେ : କହିଲେ, କୃଷି ଓ କୃଷକଙ୍କ ସମାସ୍ୟାକୁ ଗୁରୁତ୍ୱ…

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାର କୃଷି ଓ କୃଷକଙ୍କ ପ୍ରତି ପ୍ରାଥମିକତା ଦିଆଯିବ । ସେହିପରି କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସଜାଗ ରହିବ ବୋଲି ଆଜି ବରଗଡ଼ର ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆଇଏଏସ କାର୍ଯ୍ୟଭାର ଗ୍ରହଣ
Read More...

ପଦ୍ମଶ୍ରୀ କୁଞ୍ଜବିହାରୀ ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ବରପାଲି ଠାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ, ବିଖ୍ୟାତ ବାନ୍ଧ ଓ ବୟନ ଶିଳ୍ପୀ ପଦ୍ମଶ୍ରୀ ଶିଳ୍ପୀଗୁରୁ କୁଞ୍ଜବିହାରୀ ମେହେରଙ୍କ ତ୍ରୟୋଦଶତମ ଶ୍ରାଦ୍ଧବାର୍ଷିକୀ, ବରପାଲି କଲଭାରତୀ ସଂଗ୍ରହାଲୟ ଠାରେ ପାଳିତ ହୋଇଯାଇଛି । ବିଜେପୁର ବିଧାୟିକା ରୀତା
Read More...

ସମ୍ବଲପୁରୀ ବସ୍ତ୍ରାଳୟର ମେଗା ସୋ ଏମ୍‌ ଉଦଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁରୀ ବସ୍ତ୍ରାଳୟରର ମୁଖ୍ୟ କାର୍ଯ୍ୟାଳୟ ନିକଟ ଗୋବିନ୍ଦ ପାଲି ରୋଡ଼ରେ ବସ୍ତ୍ରାଳୟର ମେଗା ସୋ ରୁମ (ବିକ୍ରୟ କେନ୍ଦ୍ର)କୁ ଆଜି ରାଜ୍ୟ ହସ୍ତତନ୍ତ, ବୟନ ଶିଳ୍ପ, ହସ୍ତ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
Read More...

ତୃତୀୟ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ସତ୍ୱେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଜିଲ୍ଲା ସାରା ରବି ଋତୁରେ ସଂଗ୍ରହ ହୋଇ ମଣ୍ଡିରେ ପଡି ରହିଥିବା ହଜାର ହଜାର କ୍ଵିଣ୍ଟାଲ ଧାନ ବିକ୍ରି ନ ହୋଇପଡି ରହିଛି । ଗତ କିଛିଦିନ ପୂର୍ବେ ଚାଷୀମାନେ ବରପାଲି
Read More...

କୋମଲ ସେନାର ରାସ୍ତାରୋକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ସମସ୍ୟାର ସମାଧାନ ଦାବୀରେ ଆଜି କୋମଲ ସେନା ପକ୍ଷରୁ ଗୋଡଭଗା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ କଡ଼ରେ ଶହଶହ ଯାନବାହାନ ଅଟକି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ରବି ଋତୁରେ ଧାନ ଅମଳ ହେବା ପରେ
Read More...

ବରଗଡ ଜିଲ୍ଲାରେ ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଯୋଗଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଯୋଗଦାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ବଦଳି ହୋଇଛି । ଶ୍ରୀ ପ୍ରଧାନ ସ୍ଥାନରେ ମୋନିଷା ବାନାର୍ଜୀ ନୁତନ ଜିଲ୍ଲାପାଳ ଭାବରେ ନିଯୁକ୍ତି
Read More...

ବରଗଡ ବରାହଗୋଡା ଛକ ଠାରେ ବିପୁଳ କପ୍‌ସିରଫ ଜବତ କଲା ଟାଉନ ପୋଲିସ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବରହଗୋଡା ଛକ ଠାରେ ବିପୁଳ ମାତ୍ରାରେ କପ୍‌ସିରପ ସହ କିଙ୍ଗ୍‌ ଫିଙ୍ଗ୍‌ ବେପାରୀଙ୍କୁ ଗିରଫ କରିଛି ବରଗଡ ଟାଉନ ପୋଲିସ । ବରଗଡ ସହରରେ ଅବାଧରେ କପ୍‌ସିରଫ, ମେଡ଼ିସିନ କାରବାର ହେଉଥିବା ଅଭିଯୋଗ ବାରମ୍ବାର ହେଉଥିବା ବେଳେ କପ୍‌ସିରଫ ବେପାରର ମୁଖ୍ୟ ଜଣେ
Read More...