Browsing Tag

bargarh news

ବୁଣାକାରଙ୍କ ଭାଗ୍ୟ ବଦଳିବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଘାତ ପ୍ରତିଘାତ ମଧ୍ୟରେ ପୂର୍ବପୁରୁଷ ଅମଳରୁ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆସିଥିବା ବୁଣାକାର ଜାତିର ସାମଗ୍ରୀକ ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ପ୍ରତିବର୍ଷ ଅଗଷ୍ଟ ମାସ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଘୋଷଣା କରିଛନ୍ତି
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ସଫଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୯ ଦଫା ଦାବୀରେ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମଟୀ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ବରଗଡ ଜିଲ୍ଲା ବନ୍ଦ ସଫଳ ହୋଇଛି । ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଗଡ଼ ସଦର ମହକୁମାସ୍ଥିତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ
Read More...

କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସହ ସାକ୍ଷାତ ଆଲୋଚନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚ୍ୟାମ୍ବର ଅଫ କମର୍ସ ବରଗଡ ପକ୍ଷରୁ ଆଜି କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଚ୍ୟାମ୍ବର୍ସ କାର୍ଯ୍ୟାଳୟଠାରେ ଶ୍ରୀ ଅଗ୍ରୱାଲଙ୍କ ସହ କେନ୍ଦ୍ରସରକାରଙ୍କ ବିଭିନ୍ନ ବ୍ୟବସାୟିକ ନୀତି ଉପରେ ଆଲୋଚନା
Read More...

ଆସନ୍ତା କାଲି ବରଗଡ଼ ଜିଲ୍ଲା ବନ୍ଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମିଟି ପକ୍ଷରୁ ୧୦ ଦଫା ଦାବୀରେ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବାକୁ ଆହ୍ବାନ ଦେଇଛନ୍ତି । ୧୦ ଦଫା ଦାବୀ ମଧ୍ୟରେ ଚାଳକ ମାନଙ୍କ
Read More...

ବରଗଡ଼ ମହିଳା ସମିତି ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସର୍ବ ପୁରାତନ ବରଗଡ଼ ମହିଳା ସମିତି ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ଏକ ଦାବୀପତ୍ର ବରଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ସମିତିର ସଭାନେତ୍ରୀ ଶ୍ରୀମତୀ ଗୀତା ମିଶ୍ରଙ୍କ ନେତୃତ୍ୱରେ ସଭ୍ୟାମାନେ ଉକ୍ତ ଦାବୀ ସମ୍ପର୍କରେ
Read More...

ନୂତନ ଗୀର୍ଜା ଘର ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଗାନ୍ଧୀନଗରଠାରେ ସିଏନଆଇ ମଣ୍ଡଳୀର ନୂତନ ଗୀର୍ଜା ଘର ସମ୍ବଲପୁର ଡାଏସିସର ବିଶପ ଡଃ ପିନୁଏଲ ଦୀପ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ମଣ୍ଡଳୀ ପରିଷଦର ଉପସଭାପତି
Read More...

ଫସଲ ବୀମା ଯୋଜନାରେ ଜାଲିଆତି ପ୍ରସଙ୍ଗ, ନକଲି ଚାଷୀଙ୍କୁ ଧରିବା ପାଇଁ ତଦନ୍ତ ଦାବୀ କଲା ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରି ଏହାର ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଦାବୀ କରିଛି ଆମ୍ ଆଦମୀ ପାର୍ଟି । ଚଳିତ ଖରିଫ ଋତୁରେ ପଦ୍ମପୁର ଉପଖଣ୍ଡ ଗାଇସିଲଟ, ପଦ୍ମପୁର, ପାଇକମାଲ, ବିଜେପୁର, ଝାରବନ୍ଦ
Read More...

ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ପ୍ରସଙ୍ଗ : ଅସ୍ଥାୟୀ ରୋଡ଼ ଭାଙ୍ଗି ଅମ୍ବାପାଲି ବରଗଡ଼ ସହରରୁ ବିଛିନ୍ନ

ସିଟି ବସ୍ ଚଳେଇବା ପାଇଁ ଆପ୍ ର ଦାବୀ ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ହେବା ବରଗଡ଼ରେ ଏକ ପ୍ରହସନ ପାଲଟିଛି । ପ୍ରୋଜେକ୍ଟକୁ ତିନି ବର୍ଷ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ଅଧା କାମ ହୋଇନାହିଁ ଅନ୍ୟପଟେ ଅଟକଳ ଖର୍ଚ୍ଚରୁ ଦୁଇ ଗୁଣ ଅଧିକ ହେବାକୁ ଗଲାଣି
Read More...

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁ ପୂର୍ଣ୍ଣିମା ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଗୁରୁ ଶିଷ୍ୟ ପରମ୍ପରା ଦୃଷ୍ଟିରୁ ଏହି ଉତ୍ସବରେ ଶିଷ୍ୟ ମାନେ ଗୁରୁ ପୂଜନ କରି ଆଶିଷ ଭିକ୍ଷା କରିଥିଲେ । ଏହି ଅବସରରେ ବରଗଡ଼ ଖଜୁରଟିକ୍ରା ବଳରାମ ଦେବ କ୍ଲବ ପରିସରରେ ବରଗଡ଼
Read More...

ପୁରୁଣା ଜୀରା ବ୍ରିଜର କଲଭଟ ଭାସିଗଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ମଧ୍ୟରେ ପ୍ରବାହିତ ଜୀରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ(କଲଭଟ) ଗତ ବର୍ଷାରେ ଧୋଇ ହୋଇଯାଇଥିବା ଫଳରେ ପୌର ପରିଷଦର ଏକ ୱାର୍ଡର ଲୋକଙ୍କ ସହର ସହ ବିଚ୍ଛିନ୍ନ ହୋଇଯାଇଛି । ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣ କାର୍ଯ୍ୟ ପାଇଁ ୮ କିଲୋମିଟର ରାସ୍ତା
Read More...