ଜୟ କିଷାନ ଆନ୍ଦୋଳନ ପକ୍ଷରୁ କୃଷି ଅଧିକାରୀଙ୍କୁ ଘେରାଉ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଏବେ ଡାଲୁଆ ଚାଷ ପାଇଁ ଚାଷୀ ତତ୍ପରେ ଥିବା ବେଳେ ସାରର କୃତ୍ରିମ ଅଭାବ ହେଲାଣି । ଏହାର ସୁଯୋଗରେ ମୁନଫାଖୋର ବେପାରୀ ସାର କଳାବଜାରୀ ଆରମ୍ଭ କଲେଣି । ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଜୟ କିଷାନ ଆନ୍ଦୋଳନ ପକ୍ଷରୁ ହର ବନିଆଙ୍କ!-->…
Read More...
Read More...