Browsing Tag

bargarh news

ଚାରି ଅନାଥ ଶିଶୁର ଥଇଥାନ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ବରଗଡ, (ନିରୋଜ କୁମାର ପାଣି) : ବରଗଡ ଜିଲ୍ଲା ଚକରକେନ୍ଦ ନିକଟର ଝାଙ୍କରପାଳି ଗାଁରେ ନିଜର ବୁଢ଼ୀ ଆଈଙ୍କ ପାଖରେ ରୁହନ୍ତି ଚାରି ଅନାଥ ଅସହାୟ ଶିଶୁ । ସେମାନେ ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଥଇଥାନ କରିବାକୁ ନିବେଦନ କରିଥିଲେ । ସୂଚନା
Read More...

ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୱିଲସନ ସିଂହଙ୍କୁ ଶ୍ରଦ୍ଧାଂଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ନାମକରା କ୍ରିକେଟ ଖେଳାଳି ତଥା ଓସିଏ ପ୍ୟାନାଲ୍ ଅମ୍ପୟାର ୱିଲସନ ସିଂହଙ୍କ ବିୟୋଗରେ ଜିଲ୍ଲା ତଥା ଜିଲ୍ଲା ବାହାରେ କ୍ରିକେଟ ପ୍ରେମୀ ତଥା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଗଭୀର ଶୋକ ଖେଳି ଯାଇଛି । ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୨୭୭ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ଦିନରେ ଜିଲ୍ଲାରେ ବିଭିନ୍ନ ପଦବୀ ପାଇଁ ୨୭୭ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଆଜି ମଧ୍ୟ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ହେଲେ ମନୋନୟନ ପତ୍ର ଦାଖଲ କରିନଥିବା ସୂଚନା ରହିଛି । ୨୭୭
Read More...

ବିଶିଷ୍ଟ କ୍ରିକେଟ ଖେଳାଳି ତଥା ଓସିଏ ପେନାଲର ବରିଷ୍ଠ ଅମ୍ପାୟାର ୱିଲସନ ସିଂଙ୍କ ପରଲୋକ : ଜିଲ୍ଲା କ୍ରୀଡ଼ାପ୍ରେମୀଙ୍କ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ବରିଷ୍ଠ କ୍ରିକେଟ ଖେଳାଳୀ ତଥା ଓଡ଼ିଶା ପେନାଲ୍ ଆମ୍ପୟର ୱିଲସନ ସିଂଙ୍କ ଆଜି ଭୋର୍‌ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା । ବରଗଡ ୱାର୍ଡ ନମ୍ବର ୧୦ର ବାସିନ୍ଦା ଅବସରପ୍ରାପ୍ତ ମେଜର ଧନ ସିଂ ଓ ମାତା
Read More...

ଭର୍‌ଚୁଆଲ ମୋଡରେ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ପାଳିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି । ଗତକାଲି ଭର୍‌ଚୁଆଲ ମୋଡରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟରେ ଅନୁଷ୍ଠିତ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ଦିନରେ ବରଗଡ଼ ଜିଲ୍ଲାରେ ୧୧୯ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟସଭ୍ୟା ପଦ ପାଇଁ ସର୍ବାଧିକ ୧୦୧ ଜଣ
Read More...

ବିପଦପୂର୍ଣ୍ଣ ଅବସ୍ଥାରେ ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁର ଲୁହା ପୋଲ

ବରଗଡ଼, (ନିରୋଜ କୁମାର ପାଣୀ) : ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁରୁ ବିଛୁଆକୁ ସଂଯୋଗ କରୁଥିବା ଏହି ଲୁହା ପୋଲ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ ଏହି ପୋଲ ସ୍ଥାନୀୟ ଲୋକଙ୍କ ପାଇଁ
Read More...

ବରଗଡ଼ର କଳାକାର ଏମ୍‌.ରାମକ୍ରିଷ୍ଣା ତେଲୁଗୁ ସିନେମା ‘ପୁଷ୍ପା’ରେ

ବରଗଡ଼ : ସର୍ବଭାରତୀୟ ସ୍ତରରେ ବକ୍ସ ଅଫିସ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଛି ତେଲୁଗୁ ସିନେମା ‘ପୁଷ୍ପା’ । ବରଗଡ଼ର ଜଣେ କଳାକାର ଏହି ସିନେମା ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତିି । ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି ଏହି ସିନେମା । ବଡ଼
Read More...

କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ନିଉଜ ୮ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ବିକାଶ ପଥେ ପଶ୍ଚିମ ଓଡିଶା"ରେ ସଂକଳ୍ପ ପରିବାରକୁ କଳିଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଛି । କବିରତ୍ନ ପଦ୍ମଶ୍ରୀ ଡ. ହଳଧର ନାଗଙ୍କ ହାତରୁ କଳିଙ୍ଗ ସମ୍ମାନ ଗ୍ରହଣ କରିବାର
Read More...

ପୌର ପରିଷଦ ସଂରକ୍ଷଣ ତାଲିକା ପ୍ରକାଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ବରଗଡ଼ ଜିଲ୍ଲାର ଗୋଟିଏ ମ୍ୟୁନିସିପାଲିଟି ଓ ୩ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌର ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି । ବରଗଡ଼
Read More...