Browsing Tag

bargarh news

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲାରେ ୭୩୦୧ ପ୍ରାର୍ଥୀ ନିର୍ବାଚନ ମଇଦାନରେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ସର୍ବମୋଟ ୭୩୦୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଗତକାଲି କେବଳ ୩୭୭୨ ଜଣ ମନୋନୟନ ପତ୍ର ଦାଖଲ କରିଥିଲେ । ସେଦିନ ମଧ୍ୟରେ
Read More...

କାୟାକଳ୍ପ ସମୀକ୍ଷା ଦଳର ଅମ୍ବାଭୋନା ବ୍ଲକର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାତ୍ରଙ୍କ ନିର୍ଦ୍ଦେଶନାରେ ଆଜି ଜିଲ୍ଲା କାୟାକଳ୍ପ ସମୀକ୍ଷା ଦଳ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କ୍ରମରେ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ
Read More...

ସଂଗ୍ରାମୀ ଶୂନ୍ୟ ହୋଇଗଲା ବରଗଡ଼ ଜିଲ୍ଲାର ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମରେ ଜୀବିତ ଥିବା ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ଆଜି ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ହେଲା ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଥିବାରୁ ପରିବାର ଲୋକେ ତାଙ୍କୁ
Read More...

ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନଙ୍କ ପରଲୋକ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନ (୧୦୩)ଙ୍କ ଆଜି ଦିବା ୨ଟା ୩୦ ମିନିଟରେ ପରଲୋକ ହୋଇଯାଇଛିଛି । ସୂଚନା ଯୋଗ୍ୟ ଯେ, ଗତବର୍ଷ କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ଠାରୁ ସେ ସମ୍ମାନିତ ହୋଇଥିଲେ । ୧୯୧୯ରେ ପାଣିମୋରାରେ
Read More...

ଗୁଡେଶିରା ପଞ୍ଚାୟତର ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁନ୍ତୁଳା ପାଣ୍ଡେ

ବରଗଡ, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ଼ ବିଧାନସଭା ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତରେ ଆଜି ସରପଞ୍ଚ ପଦ ପାଇଁ କୁନ୍ତଳା ପାଣ୍ଡେ କୋଭିଡ଼ ଗାଇଡଲାଇନ ଅନୁସାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗ୍ରାମର ଦେବାଦେବୀଙ୍କ ଆଶୀର୍ବାଦ ଓ ଗୁରୁଜନମାନଙ୍କ
Read More...

ପ୍ରଧାନପାଲି ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପଧାନପାଲି ନିକଟସ୍ଥ ୬ ନଂ ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ଆ‌ହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୨୦୧୨ ଜଣ ପ୍ରାର୍ଥୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମନୋନୟନ ପତ୍ର ଦାଖଲର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ଜିଲ୍ଲାରେ ମୋଟ ୨୦୧୨ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ସ୍ୱାର୍ଡ ସଭ୍ୟ ପାଇଁ ୧୨୪୩, ସରପଞ୍ଚ ପଦବୀ ପାଇଁ ୪୨୪, ସମିତି ସଭ୍ୟ ପଦ ପାଇଁ ୨୯୦, ଜିଲ୍ଲା ପରିଷଦ ସଭ୍ୟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲିରୁ କଟାପାଲି ରାସ୍ତାରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ଼ ନାଗେନପାଲିର ତିନିଜଣ ଯୁବକ ଯଥା ଗଜାନନ ପାତ୍ର(୨୫), ଆଦର୍ଶ ପାତ୍ର(୨୨),
Read More...

ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୩ୟ ଦିବସରେ ୧୧୧୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯୭, ସରପଞ୍ଚ ପଦବୀ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହ ଅଚଳ : ବାରଣ୍ଡାରେ ଗଡୁଛି ମୃତ ଦେହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶବ ସଂରକ୍ଷଣ ଗୃହର ଫ୍ରିଜର ଦୀର୍ଘ ଏକ ବର୍ଷରୁ ଅଧିକ ହେବ ଅଚଳ ହୋଇପଡି ରହିଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ବିଭିନ୍ନ ସମୟରେ ଏଠାରେ ଦୀର୍ଘ ୧୬ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ଶବ
Read More...