ମାଁ ବସ୍ତ୍ରେନ୍ ମାଉଲି ପଂଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ୍ : ଉଡାର ଦଳ କୁ ହରାଇ ଖଇରା ଦଳ ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ଜାମତରା ଗ୍ରାମର ଖେଳପଡିଆ ଠାରେ ମାଁ ବସ୍ତ୍ରେନ ମାଉଲି ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ପଂଚମ ଦିନରେ ପହଂଚିଥିବା ବେଳେ ଖଇରା ଓ ଉଡାର ଦଳ ମଧ୍ୟରେ ମ୍ୟାଚ୍ ହୋଇଥିଲା । ଏଥିରେ ପ୍ରଥମେ!-->…
Read More...
Read More...