Browsing Tag

bangomunda news

ଅବହେଳିତ ଅବସ୍ଥାରେ ଶ୍ରୀରାମ ଗାଁର ପାତାଳେଶ୍ୱର ଶିବ ମନ୍ଦିର

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତ ଶ୍ରୀରାମ ଗାଁ ରେ ଥିବା ପାତାଳେଶ୍ୱର ଶିବ ମନ୍ଦିର ଏବେ ଅବହେଳିତ ଅବସ୍ଥାରେରେ ପଡି ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୧୯୫୨ ମସିହାରେ ବୈଚନ୍ଦ୍ର ବେହେରା ଓ ତାଙ୍କ ସହଧର୍ମିଣୀ
Read More...

ଭାଲୁମୁଣ୍ଡାରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜନସାଧାରଣଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ : ବଙ୍ଗୋମୁଣ୍ଡାରେ…

ବଙ୍ଗୋମୁଣ୍ଡା, (ଅଶୋକ ଭୋଇ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲା ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ । ୧୯୨୬ କୋଟି ବ୍ୟୟ ଅଟକଳର ଲୋୟର ଇନ୍ଦ୍ର ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ବଙ୍ଗୋମୁଣ୍ଡା, ମୁରିବାହାଲ,
Read More...

ବଙ୍ଗୋମୁଣ୍ଡାରେ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଜେଡି କାର୍ୟ୍ୟାଳୟ ପରିସରରେ ଆଜି ଉତ୍‌କଳ ବରପୁତ୍ର, ସାହସୀ ବୀର ଓଡିଆ, ମହାନ୍‌ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି
Read More...

ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ୍‌ କଁସିଲ ଗାଁରେ କୋଶଲୀ ସାହିତ୍ୟ କୁଟୁମ୍ବ ଢେକି ଶାଲ୍‌ ତରଫରୁ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ କୋଶଲୀ ସ୍ବାଭିମାନ ଦିବସ, ପଣ୍ଡିତ ପ୍ରୟାଗଦତ୍ତ ଯୋଶୀ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ସରିଲା ୱାର୍ଡ ସଭ୍ୟ ଉପନିର୍ବାଚନ : ଆସନ୍ତା କାଲି ଗଣତି

ବଙ୍ଗୋମୁଣ୍ଡ।।, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଦୁଇ ଗୋଟି ଗ୍ରାମରେ ୱାର୍ଡ ସଭ୍ୟ ଉପନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ପଂଚାୟତର ୱାର୍ଡ ନଂ ୧୧ରେ ୨ ଜଣ ପ୍ରାର୍ଥୀ ରହିଥିବା ବେଳେ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଯାଇଛି ଉପନିର୍ବାଚନ ।
Read More...

ନୂତନ ଏବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡ।।, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ଶିକ୍ଷୟତ୍ରୀ କଲ୍ୟାଣ ସଂଘ ପକ୍ଷରୁ ନୂତନ ଏବିଇଓ ଭକ୍ତଚରଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର
Read More...

ବରୋବାହାଲରେ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ସମର୍ପଣ ଦିବସ

ବଙ୍ଗୋମୁଣ୍ଡ।, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ବୁରୋବାହାଲ ସ୍ଥିତ ନର୍ସରୀ ଠାରେ ପାଳିତ ହୋଇଯାଇଛି । ପଣ୍ଡିତ ଦୀନଦୟାଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି
Read More...

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ ଓ ମାଲପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଂଚମ ଦିନରେ ପହଂଚିଛି । ପଂଚମ ଦିବସରେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ଅତିଥି ଭାବେ ଯୋଗ
Read More...

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ବଙ୍ଗୋମୁଣ୍ଡା, (ଅଜିତ କୁମାର ସାହୁ) : ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା । ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷା ମିନତୀ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ମିନତୀ ରଥ କଲେଜ ଲାଇବ୍ରେରିଆନଙ୍କ ଠାରୁ ୮୦ ହଜାର ଟଙ୍କା ନେଉଥିବା ବେଳେ ବଲାଙ୍ଗୀର, ସୋନପୁର, ସମ୍ବଲପୁର
Read More...

ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ଅଗ୍ରଣୀ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ତରଫରୁ ଦୁଇ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠାନର ସଭାପତି ଡଃ. ନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ବଙ୍ଗୋମୁଣ୍ଡା ତହସିଲଦାର
Read More...