Browsing Tag

bangomunda news

ଛତ୍ରଙ୍ଗ ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଦାବୀ ହେଉଛି । ଏହି ସ୍କୁଲରେ ବର୍ତ୍ତମାନ ୧୧୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କୁ ପଢାଇବା ପାଇଁ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି । ତନ୍ମଧ୍ୟରୁ
Read More...

କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ରାସ୍ତାରେ ଉପୁଡିଲା ଗଛ : ଯାତାୟାତ ବାଧାପ୍ରାପ୍ତ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯାଇଥିବା ରାସ୍ତା ତଥା କେଭି କଲେଜ ନିକଟରେ ଏକ ଗଛ ଉପୁଡି ଯାଇ ରାସ୍ତାରେ ପଡିରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ
Read More...

କଣ୍ଟାବାଞ୍ଜି ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ହୋଟେଲ ବନମାଳୀ ପେଲେସଠାରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଦୈନିକ ଖବର କାଗଜ 'ପ୍ରମେୟ'ର
Read More...

ବେଲପଡାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡାରେ ଚଳିତ ବର୍ଷ ପ୍ରଥମ କରି ରଥଯାତ୍ରା, ବାହୁଡା ଯାତ୍ରା ହୋଇଥିବା ବେଳେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ପରିଚାଳନା କମିଟିର ସଭାପତି ରଞ୍ଜିତ ମେହେରଙ୍କ ନେତୃତ୍ୱରେ
Read More...

ସମାଜସେବା ନିଶାରେ ସୁରେଶ ଭୋଇ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ନିଜସ୍ୱ ବ୍ୟକ୍ତି ଗତ ଜୀବନକୁ ଜଳାଞ୍ଜଳି ଦେଇ ଆଦିବାସୀ ଦଳିତ ନିଷ୍ପେସିତଙ୍କ କିପରି ଉତ୍‌ଥାନ ହେବ ଦିନ ରାତି ଲାଗି ପଡ଼ିଛନ୍ତି ସମାଜ ସୁଧାରକ ସୁରେଶ ଭୋଇ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟସ୍ଥ ନୂଆପଡା ଗ୍ରାମରେ ଜନ୍ମିତ ଶ୍ରୀ ଭୋଇ ଅନେକ ପ୍ରତିଭା
Read More...

ବଲାଙ୍ଗିର ସଦର ଥାନାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକୁ ନେଇ ନିନ୍ଦା

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବଲାଙ୍ଗିର ସଦର ଥାନା ଏଏସଆଇ ଆକ୍ରମଣ ଘଟଣାକୁ ଘୋର ନିନ୍ଦା କରିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଗଣ । ରାଜ୍ୟ ସରକାର ପୋଲିସ ପ୍ରଶାସନକୁ ୫ଟିରେ ସାମିଲ କରିଛନ୍ତି । ସାଧାରଣ ଲୋକେ ଥାନାକୁ ଗଲେ ଭଲ
Read More...

ବୁଣାକାରଙ୍କ ଋଣ ଛାଡ ନେଇ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ଅଂଚଳର ବୁଣାକାରମାନଙ୍କ ଋଣ ଛାଡ ଦାବୀ ନେଇ ସମାଜସେବୀ ତଥା ବଙ୍ଗୋମୁଣ୍ଡା ସରପଂଚ ଅଜିତ ଯୋଷୀଙ୍କ ନେତୃତ୍ୱରେ ବୁଣାକାରମାନେ ବଙ୍ଗୋମୁଣ୍ଡା ଆଂଚଳିକ ବ୍ୟାଙ୍କ ଶାଖା ପରିଚାଳକଙ୍କ ଜରିଆରେ ଜିଲ୍ଲା ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ
Read More...

ବେଲପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶିବ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ମହିଳାମାନେ ବାହାରି ୧୩୦ କଳସ ଆଣି ନାମଯଜ୍ଞରେ ସ୍ଥାପନ କରିଥିଲେ
Read More...

ଜଳ ବିଶୋଧକ ଯନ୍ତ୍ର ବଣ୍ଟନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଜାମପଡା ଗ୍ରାମରେ ଜଳ ବିଶୋଧକ ଯନ୍ତ୍ର ବଣ୍ଟନ କରାଯାଇଛି । ଏହି ଅବସରରେ ସରପଞ୍ଚ ଉଦ୍ଧବ ବେହେରା, ଆଶା ସଂସ୍ଥାର ପରେଶ ପ୍ରସାଦ ମହାପାତ୍ର, ମହାଶ୍ୱେତା ଆଲିସାତିଗା, ପରମେଶ୍ୱର ରଣା, ବେଲାରସେନ ସାହୁ, ସରୋଜ ସାହୁ, ନିଳାମ୍ବର ଟାଣି,
Read More...

ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗତକାଲି ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ବୈକୁଣ୍ଠ ନାଥ
Read More...