ଝଲପ ମହିମା ସ୍ୱୟଂ ସହାୟକ ଦଳ କଲେ ସଫେଇ ଅଭିଯାନ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଝଲପ ମହିମା ସ୍ୱୟଂ ସହାୟକ ଦଳର ମହିଳାମାନଙ୍କ ତରଫରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ମହିମା ସ୍ୱୟଂ ସହାୟକ ଦଳର ସଭାନେତ୍ରୀ ସାର୍ଖୁଲା ପୁଟେଲ!-->…
Read More...
Read More...