Browsing Tag

bangomunda news

ରଥଯାତ୍ରାରେ ଭକ୍ତଙ୍କୁ ପଣା ବଣ୍ଟନ କଲେ ଶିବଶଙ୍କର ମୋବାଇଲର ମାଲିକ ସନ୍ତୋଷ ମେହେର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ପବିତ୍ର ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ସବୁଠି ଶହ ଶହ ଭକ୍ତମାନଙ୍କ ସମାଗମ ଲାଗି ରହିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁରେ ରଥଯାତ୍ରା ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଭକ୍ତମାନେ ପାଣି ପାଇଁ ବହୁ ଅସୁବିଧାରେ
Read More...

ମାନବିକତା ଦେଖାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର

ରୋଗାଗ୍ରସ୍ତ ଗାଈକୁ ଉଦ୍ଧାର କରି ଚିକିତ୍ସା କରାଇଲେ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମାନବିକତା ଦେଖାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର । ରୋଗାଗ୍ରସ୍ତ ଗାଈକୁ ଉଦ୍ଧାର କରି ଚିକିତ୍ସା କରାଇଲେ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା
Read More...

ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ତରଫରୁ ରକ୍ତଦାନ ଶିବିର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ୟୁବା ମଞ୍ଚ ନିର୍ଦ୍ଦେଶ ପୁରା ରାଜ୍ୟ ସାତ ଦିନ ଧରି ରାଜ୍ୟ ବ୍ୟାପୀ ରକ୍ତଦାନ ଶିବିରରେ ୨୫୦ ଶିବିର କରି ୧୧୧୧୧ ୟୁନିଟ ରକ୍ତଦାନ କରିବା ପାଇଁ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ ନିର୍ଦେଶ ଅନୁଯାୟୀ ଆଜି ବଲାଙ୍ଗିର ଜିଲ୍ଲା
Read More...

ଉପାନ୍ତ ଘର୍ଲା ଗାଁ ରାସ୍ତା ପାଲଟିଛି ମରଣଯନ୍ତା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗାଁର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ବଲାଙ୍ଗିର ଜିଲ୍ଲା ଶେଷ ସୀମାରେ ଥିବା ବଙ୍ଗୋମୁଣ୍ଡା ବ୍ଲକ ଘର୍ଲା ଗାଁରୁ ଜାମଖୁଣ୍ଟା ଛକ ତଥା ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି । ସରକାର ଗ୍ରାମାଂଚଳର ଗମନାଗମନ ପାଇଁ ଅନେକ ଯୋଜନା
Read More...

କାଳବୈଶାଖୀର ତାଣ୍ଡବ ଲୀଳା : ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗ୍ରାମରେ କାଳବୈଶାଖୀର ତାଣ୍ଡବ ଲୀଳା ହେବା ଯୋଗୁଁ ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ । ବାପା ସୁଜୁ ସାହୁ ଓ ପୁଅ ଚମାର ସାହୁ ଥିବା ବେଳେ ଚମାରଙ୍କ ଗୋଡ଼ରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ, ଖବର ପ୍ରକାଶନ ପରେ କଁସିଲ ଗାଁରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ଷ୍ଟ୍ରିଟ୍ ଲାଇଟ୍ ଦୀର୍ଘ ଦିନ ଧରି ଅଚଳ ଥିବା ଖବର ଗତ ଏପ୍ରିଲ୍ ୨୭ ତାରିଖରେ ଆମର 'କୋଶଳ ପ୍ରବାହ'ରେ ପ୍ରକାଶିତ ହୋଇଥିଲା । ତେବେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ଉକ୍ତ
Read More...

ଇଣ୍ଡିଆନ ଗୋଲଡେନ୍‌ ଭଏସ୍‌ ସିଜିନ-୭ରେ ରନର୍ସ-ଅଫ୍ ହେଲେ ପଶ୍ଚିମ ଓଡିଶାର ଖଗେଶ୍ୱର ବାଗ

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ପଶ୍ଚିମବଙ୍ଗର କୋଲକାତାରେ ଚାଲିଥିବା ଇଣ୍ଡିଆନ୍ ଗୋଲଡେନ୍ ଭଏସ୍‌ ଅନଲାଇନ୍ ପ୍ରତିଯୋଗିତାର ସିଜନ୍-୭ରେ ରନର୍ସ ଅଫ୍ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବରତୁଣ୍ଡା ଗ୍ରାମର ଖଗେଶ୍ୱର ବାଗ । ତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି ।
Read More...

ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ୟକ୍ଷାଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷା ଶୋଭାମଣି ଛୁରାଙ୍କ ସିନ୍ଧେକେଲା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୨ ବର୍ଷ କାଳ ଅସୁସ୍ଥତା ହେତୁ ଜୀବନ ସହ ସଂଗ୍ରାମ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ପାଖାପାଖି ୭୫ ବର୍ଷ
Read More...

ବିପଦପୂର୍ଣ୍ଣ ଅବସ୍ଥାରେ ବସିଛି ଟ୍ରାନ୍ସଫର୍ମର

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ପ୍ରାୟ ୩ଟି ଟ୍ରାନ୍ସଫର୍ମରରେ ବ୍ୟାରିକେଟ୍‌ ନାହିଁ । ଦୁଇଟି ଟ୍ରାନ୍ସଫର୍ମର ଅଙ୍ଗନୱାଡି ପାଖାପାଖି ଓ ମୁଖ୍ୟ ରାସ୍ତା ଲାଗିଥିବାରୁ ଜନସାଧାରଣ ଓ ପଶୁମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଟ୍ରାନ୍ସଫର୍ମରର ବିଦ୍ୟୁତ୍
Read More...

ଜୁନ୍‌ ୫ରେ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ବର୍ଦ୍ଧିତ ହେବେ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ର 'ପ୍ରକୃତି ବନ୍ଧୁ' - ୨୦୨୩ ସମ୍ମାନରେ ଆସନ୍ତା ୫ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ହଲ୍‌ଠାରେ
Read More...