ବାଳବେଙ୍ଗ ଗ୍ରାମର ପ୍ରହରୀ ମଣ୍ଡପର ଶିଳାନ୍ୟାଶ କଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅର୍ଷାତୁଲା ପଞ୍ଚାୟତ ଅଧୀନରେ ଥିବା ବାଳବେଙ୍ଗ ଗ୍ରାମର ପ୍ରହରୀ ମଣ୍ଡପର ଶିଳାନ୍ୟାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ!-->…
Read More...
Read More...