Browsing Tag

bangomunda news

କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ଜୋର୍‌ ଧରୁଛି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ଜୋର ଧରୁଛି । ଦୀର୍ଘ ବର୍ଷରୁ କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବିଭିନ୍ନ ସମୟରେ ବିଡ଼ିଓ, ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରି
Read More...

କପିଲାଭଟା ପଞ୍ଚାୟତରେ ସ୍ଥାୟୀ ଯୋଗାଣ ସହାୟକ ନିଯୁକ୍ତି କେବେ ?

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତରେ ଦୀର୍ଘ ବର୍ଷ ହେବ ଭଡ଼ାରେ ଯୋଗାଣ ସହାୟକ ଥିବା ବେଳେ ଏଠାରେ ସ୍ଥାୟୀ ସରକାରୀ ଯୋଗାଣ ସହାୟକ ନିଯୁକ୍ତି କରିବା ପାଇଁ ଦାବି ହେଉଛି । ବିଭିନ୍ନ ସମୟରେ ସ୍ଥ।ୟୀ ଯୋଗାଣ ସହାୟକ
Read More...

ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବିରେ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।୧୯୯୩ ମସିହାରୁ ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ଏହି
Read More...

ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ପରିଦର୍ଶନରେ ଏନ୍ଏମ୍ଏ ଅଧ୍ୟକ୍ଷ ଏବଂ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥିତ ଦେଶର ପ୍ରାଚୀନ ଐତିହାସିକ ସ୍ଥଳି ରାଣୀପୁର ଝରିଆଲ ପରିଦର୍ଶନରେ ନେସନାଲ ମନୁମେଣ୍ଟ ଅଥୋରିଟି ଅଧ୍ୟକ୍ଷ କିଶୋର କୁମାର ବସା ଏବଂ ପୁରାତତ୍ୱ ସର୍ବେକ୍ଷଣ ବିଭାଗ ଓଡ଼ିଶାର ସୁପରିଟେଣ୍ଡେଣ୍ଟ ଡ଼ଃ. ଏନ୍. କେ ସ୍ୱାଇଁ ଆସି
Read More...

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ : ନିଜ ଜୀବନ ନିଜ ହାତରେ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଓ ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଙ୍ଗୋମୁଣ୍ଡା ରେଡ୍‌କ୍ରସ୍ ବିଭାଗର ମିଳିତ ସହଯୋଗରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ମାଁ ଭଗବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋର୍ଡ଼ିକୁ ହରାଇ ଅର୍ଶାତୁଲା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ ଥିବା କୁରସୁଡ଼ ଗ୍ରାମର ମାଁ ଭଗବତୀ ମିନି ଷ୍ଟାଡିୟମରେ ମାଁ ଭଗବତୀ କ୍ରିକେଟ କ୍ଲବ ଜିପି ଲେଭେଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ବୋର୍ଡ଼ି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୩୬ ରନ କରିଥିବା
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ଼ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ
Read More...

ଗୁରୁଣ୍ଡାରେ ଆଜାଦ ଚନ୍ଦ୍ର ଶେଖର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ତେନ୍ତୁଳିମୁଣ୍ଡାକୁ ପରାସ୍ତ କରି ଟିକ୍ରାପଡା ଦଳ ବିଜୟୀ ବଙ୍ଗୋମୁଣ୍ଡା, (ଅଜୁର୍ନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଗ୍ରାମରେ ଆଜାଦ ଚନ୍ଦ୍ର ଶେଖର ଯୁବକ ସଂଘ ପକ୍ଷରୁ ୩ୟ ବର୍ଷ ଆଜାଦ ଚନ୍ଦ୍ର ଶେଖର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ
Read More...

ଗୁରଣ୍ଡାରେ ମୁରିବାହାଲ ବ୍ଲକ ସ୍ତରୀୟ ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ : ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା ଗ୍ରାମ ଠାରେ ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ତୈଳିକ ବୈଶ୍ୟ ସାହୁ ସମାଜର ଶତାଧିକ ପୁରୁଷ, ମହିଳା ସାମିଲ ହୋଇଥିଲେ । ସମାଜର
Read More...

ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସ୍ଥିତ ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲୁଥିବା ବାଳିକା ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଖେଳ ଶିକ୍ଷକ ବଳଦେବ ମେହେରଙ୍କ ତତ୍ୱାବଧାନରେ
Read More...