ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତିଲେ ତହସିଲ କର୍ମଚାରୀ
ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଜନସାଧାରଣ ସାଧାରଣତଃ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସୁରକ୍ଷା ପାଇଁ ତହସିଲ ଅଫିସକୁ ଯାଇଥାନ୍ତି । ଘର ଭାଙ୍ଗି ଯାଇଥିଲେ କି ଛପରରୁ ପାଣି ଗଳୁଥିଲେ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ । ମାତ୍ର ଲହୁଣୀପଡ଼ା!-->…
Read More...
Read More...