Browsing Tag

balangir sadar news

ବଲାଙ୍ଗିର ବ୍ଲକ ଲୋକ ଉନ୍ନତି ସଙ୍ଗଠନ : ମିଶନ ଚାଟଶାଳୀ ୫ ଲକ୍ଷ ଶିଶୁ ଏବଂ ୨୫୦୦୦ ଶିକ୍ଷାସାଥୀଙ୍କୁ ନେଇ ଆରମ୍ଭ ହେବ…

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : କାେଭିଡ ମହାମାରୀ ଯାେଗୁଁ ଦେଶ ତଥା ସାରା ଓଡିଶା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାର ସୁଯୋଗ ପାଇ ନପାରି ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆତ୍ମଶକ୍ତି
Read More...

ଜଗନ୍ନାଥ ଯୁବ ପରିଷଦ ସରଗାଡ ଆନୁକୁଲ୍ୟରେ ଗଣଦୌଡ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଜଗନ୍ନାଥ ଯୁବ ପରିଷଦ ସରଗାଡ ଆନୁକୁଲ୍ୟରେ ସରଗାଡ ହାଇସ୍କୁଲ୍ ପଡିଆ ଠାରେ ଗଣଦୌଡ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ କେମିତି ସମସ୍ତେ ସ୍ଵସ୍ଥ ଓ ନିରୋଗୀ ରହିବେ ସେ ବିଷୟରେ ଅନ୍ୟ ମାନଙ୍କୁ ସଚେତନ କରିବା ସଙ୍ଗେ
Read More...

ଲୋକ କଳାକାର ରମେଶ ସୁନାଙ୍କ ଅକାଳ ବିୟୋଗ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତର ସାଲେପାଲି ଗ୍ରାମର ରମେଶ ସୁନା(୪୭)ଙ୍କ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ରମେଶ ଥିଲେ ଜଣେ ଲୋକ କଳାକାର ସେ ସୁନ୍ଦର ଗିତ ଗାଇ ଲୋକଙ୍କ ମନ କିଣୁଥିଲେ । ଯଦିଓ ସେ ନାମୀଦାମୀ
Read More...

ଲୋକ ଉନ୍ନତି ସଂଗଠନର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ବିଡିଘାଟ ପଞ୍ଚାୟତର ଜନକପୁର ଗ୍ରାମର କ୍ଲବ ଗୃହଠାରେ ଲୋକ ଉନ୍ନତି ସଂଗଠନର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋ ଚାଟଶାଳୀରେ ଶିକ୍ଷାଦାନ କରୁଥିବା ସ୍ୱେଚ୍ଛାସେବୀ ଭାଇଭଉଣୀ
Read More...

ହରଗୌରୀ ମନ୍ଦିର ‌ଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଶିବତଳା, ଲୁଚକିବନ୍ଧ, ରଘୁମଣିପାଲି ମଧ୍ୟସ୍ଥ ଏକ ପାହାଡ଼ ଉପରେ ପ୍ରସିଦ୍ଧ ହରଗୈାରୀ ମନ୍ଦିର ଅବସ୍ଥିତ । ମନ୍ଦିର ଚତୁଃପାର୍ଶ୍ଵ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୂର । ଏହି ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା
Read More...

ଶିବତଲା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଗଛ ହିଁ ଜୀବନ, ଏବେ ଗଛ ବିନା ବଞ୍ଚିବା କଷ୍ଟକର ହୋଇପଡିଛି । ଗଛ କମ ପରିମାଣରେ ଥିବାରୁ ମାଡି ଆସୁଛି ବିପଦ । ଏବେ ସବୁଠି ଚାଲିଛି ବୃକ୍ଷରୋପଣ ଗାଁ ଠୁ ନେଇ ସହର ଘର ଠୁ ନେଇ ଜଙ୍ଗଲ । ଏହି ପରିପ୍ରେକ୍ଷୀରେ ଶିବତଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ୭୨ତମ ବନ
Read More...

ତହଁକ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ସାବିତ୍ରୀ ବ୍ରତ ଉପରେ ଆଲୋଚନା ଚକ୍ର ଓ କବିତା ଆସର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ପୁରପଲ୍ଲୀରେ ପାଳନ ହୋଇଥିଲା ସାବିତ୍ରୀ ବ୍ରତ କରୋନା କଟକଣା ଯୋଗୁଁ କିଏ କିଏ ଘରେ ପାଲନ କରିଥିଲେ ତ ଆଉ କିଏ ମନ୍ଦିର ସମ୍ମୁଖରେ ପାଲନ କରିଥିବା ଜଣାପଡିଛି । ହେଲେ ଆଜି ନାରୀ ମାନଙ୍କୁ ନେଇ ତହଁକ ସାହିତ୍ୟ କୁଟୁମ ବଲାଙ୍ଗିର ପକ୍ଷରୁ ଅନଲାଇନ
Read More...

ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ଜନୈକ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତା ମହିଳାଙ୍କ ବାପଘର ଲୋକେ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି । ଲୋଇସିଂହା ଥାନା
Read More...

ଗ୍ରାମାଞ୍ଚଳରେ ଲକଡାଉନ୍ ସଟଡାଉନର ପ୍ରଭାବ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : କରୋନା କଟକଣା ଯୋଗୁଁ ବିଶେଷକରି ଦୋକାନ ବଜାର ପ୍ରାୟ ସମୟ ବନ୍ଦ ରହୁଥିବାରୁ ବେପାରୀମାନଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡୁଛି । ଏହି ପ୍ରଭାବ ଖାଲି ଯେ ଦୋକାନୀ ମାନଙ୍କ ଉପରେ ପଡୁଛି ତା ନୁହେଁ ବରଂ ଗରିବ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକମାନଙ୍କ
Read More...

ୟୁଟ୍ୟୁବ ଚ୍ୟାନେଲ ‘କାଇଁଚ’ ଶୁଭ ଉଦ୍‌ଘାଟନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜିକାଲି ହେଉଛି ସୋସିଆଲ ମିଡିଆର ଦୁନିଆଁ । ଏବେ ଚାଲିଛି ୟୁଟ୍ୟୁବର ଟ୍ରେଣ୍ଡ ଏହି ମାଧ୍ୟମରେ ଗୀତ, ସାହିତ୍ୟ, ମନୋରଂଜନ, ବିଜ୍ଞାନ, ଭଳି ଅନେକ ବିଷୟରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ୟୁଟ୍ୟୁବର୍ ମାନେ ତାଙ୍କ ମାଧ୍ୟମରେ କେହି କେହି ସଚେତନତା
Read More...