Browsing Tag

balangir sadar news

ସୂର୍ୟା କନଷ୍ଟ୍ରକସନ୍ କମ୍ପାନୀର କମାଲ୍

ମାଧିଆପାଲି, (ରାଜେଶ ଦଣ୍ଡସେନା) : ଟିପିଡବ୍ଲୁଓଡିଏଲ୍‌ରୁ ବିଭିନ୍ନ ଘରୋଇ ସଂସ୍ଥା ଇଲେକ୍ଟ୍ରି ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ବେଳେ । ଗତ ଜାନୁୟାରୀ ମାସରେ ଟିପିଡବ୍ଲୁଓଡିଏଲ୍ ଅଧୀନରେ ଥିବା ସମସ୍ତ ଘରୋଇ କମ୍ପାନୀ ନିଜ ନିଜ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ । ହେଲେ ସୂର୍ୟା
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୩ତମ “ବାର୍ଷିକ ଉତ୍ସବ” ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୩ତମ "ବାର୍ଷିକ ଉତ୍ସବ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ କୁମାର ଭୋଇ
Read More...

ତୃତୀୟ ସୁକତେଲ ମହୋତ୍ସବ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ତୃତୀୟ ସୁକତେଲ ମହୋତ୍ସବ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ନେସନାଲ ସର୍ଭିସ ଫାଉଣ୍ଡେସନ ତଥା ମହୋତ୍ସବ କମିଟିର ଚେୟାରମେନ ବିଧୁଭୂଷଣ ସିଂହଦେଓ ଏଥିରେ ସଭାପତିତ୍ୱ
Read More...

ସିଦ୍ଧାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ବଘଲା ଗ୍ରାମରେ ତିନିଦିନ ଧରି ଚାଲିଥିବା ଦ୍ଵିତୀୟ ସିଦ୍ଧାନ୍ତ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଖେଳରୁ ମୋଟ୍ ୧୬ଟି ଦଳ ଭାଗ ନେଇଥିବାବେଳେ ଫାଇନାଲରେ
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଦୁଇ ଯୁବ ବିଜ୍ଞାନୀ ଯୋଗଦେଲେ ଦିଲ୍ଲୀ ଗଣତନ୍ତ୍ର ଦିବସରେ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସମାଲର ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ, ପତ୍ନୀ ବାସନ୍ତୀ ଧରୁଆଙ୍କ ସୁପୁତ୍ର ବିମଳେନ୍ଦ୍ର ଧରୁଆ ଓ ବଲାଙ୍ଗିରର ରୀନିତା ମେହେରଙ୍କ ସୁପୁତ୍ର ସ୍ୱସ୍ତିକ ଶ୍ରେୟାଂସ ମେହେର ଏବଂ ଶିକ୍ଷକ ସୀମାଞ୍ଚଳ ସାହୁ ଦେଶର
Read More...

ବଲାଙ୍ଗିର ଲୋକ ଉତ୍ସବ ଲୋକ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଦେଉଳ ଗାଁ ଶ୍ରୀରାମଜୀ କଳାପରିଷଦ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ୨୩ ତମ ବଲାଙ୍ଗିର ଲୋକ ଉତ୍ସବ ୨୦୨୬ ଗତ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବାବେଳେ ଆଜି ୨୩ ତାରିଖ ଜିଲ୍ଲା ସ୍ତରୀୟ ଲୋକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସ୍ତରରୁ ଉତିନ୍ନ ହୋଇ ଆସିଥିବା ବିଭିନ୍ନ ଦଳ ଏଥିରେ ଅଂଶଗ୍ରହଣ
Read More...

ହରଗୌରୀ ମନ୍ଦିରରେ ପାଞ୍ଚଦିନ ବ୍ୟାପି ମକର ମେଳା ମହୋତ୍ସବ ଉଦଯାପିତ

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ପାଞ୍ଚଦିନ ବ୍ୟାପୀ ଶିବତଲା ହରଗୌରି ମନ୍ଦିର ଠାରେ ମକର ମେଳା ମହୋତ୍ସୋବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଶିବତଲା, ଲୁଚକିବନ୍ଧ, ରଘୁପାଲିର ଜନସାଧାରଣ ସମସ୍ତେ ମିଶି ସହଯୋଗ ଓ ପରିଚାଳନା ଦାୟିତ୍ଵ ନେଇ ସୂଚାରୁ ରୂପେ ତୁଲାଇଥିଲେ।ଉକ୍ତ ଉତ୍ସବରେ
Read More...

ତହଁକ୍ ତିହାର୍ ପାଇଁ ବାଜିଲା ବିଗୁଲ୍ : ତିନିଦିନ ଧରି ହେବ ବିଭିନ୍ନ କାର୍ଯ୍ୟକ୍ରମ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ତହଁକ୍ ଶାଲ୍ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ତହଁକ୍ ତିହାର୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର କୋଶଲୀ ଭାଷା ସାହିତ୍ୟ ଏବଂ ଲୋକକଳା କ୍ଷେତ୍ରରେ ଅନବରତ କାମ କରୁଥିବା ବଲାଙ୍ଗିରର ତହଁକ୍ କୁଟୁମ୍ ଏଇ ବର୍ଷ
Read More...

ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କୁ ଶୁଆଶାରୀ ସମ୍ମାନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସୁନ୍ଦରଗଡ଼ ଜିଲ୍ଲାର ଟେନସାରୁ ପ୍ରକାଶିତ ଶିଶୁ କିଶୋର ପତ୍ରିକା ଶୁଆଶାରୀ ପତ୍ରିକାର ରୌପ୍ୟ ଜୟନ୍ତୀ ସମାରୋହ ଟେନସା ସୋସିଆଲ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ କୋଇଡା ବିଡ଼ିଓ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଅନ୍ୟାନ୍ୟ ଅତିଥିମାନେ
Read More...

ବିଭାବନା କୋଶଲୀ ଫର୍ଦ୍ଦର ଭାବର୍ ଭେଟ୍

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ତହଁକ୍ ଶାଲ୍ ଠାରେ ବିଭାବନା ପତ୍ରିକା କୋଶଲୀ ଫର୍ଦ୍ଦର ତହଁକ୍ କୁଟୁମ୍ ସହଯୋଗରେ ଭାବର୍ ଭେଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭାବନା ପତ୍ରିକାର ସମ୍ପାଦକ ଇଂ ମାନସ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...