Browsing Tag

balangir news

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୧୭ ଦଫା ଦାବିରେ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦୁପତ୍ର କର୍ମଚାରୀଙ୍କ ଏହି ଦାବି
Read More...

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତର କୁଟାସିଂହା ଗ୍ରାମର ପଡାଗ୍ରାମ କଣ୍ଟାପାଳିରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା .୨୦/୧୦/୨୦୨୪ ରେ ଏସ ଏସ ଈ ପି ଡି ବିଭାଗରେ ଅନଲାଇନ
Read More...

ସମିତି ସଭ୍ୟାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମୁଦି ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ଜୟନ୍ତୀ ସାହୁଙ୍କ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ରାଜନୈତିଜ୍ଞ ଶ୍ରୀଯୁକ୍ତ ଜୟରାମ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ସାହୁ ଦୀର୍ଘ
Read More...

ବଲାଙ୍ଗିରରେ ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନକୁ ସ୍ୱାଗତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ଆରମ୍ଭ ହୋଇଥିବା ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନର ଚତୁର୍ଥ ଦିବସ ବଲାଙ୍ଗିର ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାହିତ୍ୟ
Read More...

ପୁଇଁତଲା କଂଗ୍ରେସର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ବୁବେଲ ପଂଚାୟତ ବେଲବାହାଲି ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀନଗରରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ
Read More...

ସମଲେଶ୍ଵରୀ ଶିଶୁ ମନ୍ଦିର କୁରୁଲର ପଞ୍ଚମ ବାର୍ଷିକ ଉତ୍ସବ ସମାପ୍ତ

ବଲାଙ୍ଗିର / ପୁଇଁତଲା, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ଅଧିନସ୍ଥ ପୁଇତଲା ବ୍ଲକର ସମଲେଶ୍ଵରୀ ଶିଶୁ ମନ୍ଦିର କୁରୁଲର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଅଧ୍ୟକ୍ଷତାରେ ଏକ
Read More...

ଈଶ୍ବର ଓ ପ୍ରକୃତି- ସ୍ବୀକାର୍ୟ୍ୟ

ଶଙ୍କର ସାହୁ ମଣିଷର ଧାର୍ମିକ ଚିନ୍ତାଧାରାର ଇତିହାସରେ ଈଶ୍ୱରର ଅସ୍ତିତ୍ୱ ଏକ ଦୀର୍ଘ ସମୟର ଚର୍ଚ୍ଚାର ବିଷୟ ଅଟେ। କେତେକ ମନୀଷୀ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରି ସୃଷ୍ଟିର ପରମ କାରଣ ଭାବରେ ମାନନ୍ତି, ବେଦ, କୋରାନ, ବାଇବେଲ ଆଦି ଗ୍ରନ୍ଥ ମଧ୍ୟ ଏହାକୁ ସ୍ବୀକୃତୀ ପ୍ରଦାନ କରିଛି,
Read More...

ପୁଇଁନ୍ତଲା କଂଗ୍ରେସର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ବେଲବାହାଲି ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀନଗରରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଂଚାୟତ ନିର୍ବାଚନକୁ ଆଖି
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମକଡ୍ରିଲ୍ ଆୟୋଜିତ

ବଲାଙ୍ଗିର, (କେପିଏନଏସ) : ପଶ୍ଚିମ ଓଡିଶା ଡିଷ୍ଟ୍ରିବୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଓ ଅଗ୍ନିଶମ ବିଭାଗଙ୍କ ସଂଯୁକ୍ତ ପ୍ରୟାସରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ମକଡ୍ରିଲ୍ ଆୟୋଜିତ ହୋଇଥିଲା । ଜରୁରୀ ପରିସ୍ଥିତି ଓ ଅଗ୍ନିଜନିତ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତ ରହି
Read More...

ଘୁଙ୍ଗୁରୁ ସଂଗୀତ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିରର ବ୍ଲେସିଂ ଫର ସୋସାଇଟି ଟ୍ରଷ୍ଟ ତରଫରୁ ଘୁଙ୍ଗୁରୁ ସଂଗୀତ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଉପଦେଷ୍ଟା ସଦସ୍ୟ ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ
Read More...