Browsing Tag

balangir news

ୱାଟରସେଡ୍ ମହୋତ୍ସବ-୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା ଅନ୍ତର୍ଗତ ଜଳବିଭାଜିକା ଉନ୍ନୟନ କାର୍ଯ୍ୟରେ ଜନଭାଗିଦାରୀକୁ ପ୍ରୋତ୍ସାହନ ଦେବା ପାଇଁ, ଭୂମି ସମ୍ପଦ ବିଭାଗ, ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାର ତଥା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ,
Read More...

ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲା, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଂଯୋଜକ ସୁଧାଂଶୁ ଶେଖର ସ୍ୱାଇଁ ଓ ବୈଷୟିକ ସହଯୋଗୀ ସମ୍ବିତ ରଥଙ୍କ ନେତୃତ୍ୱରେ ଆସିଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ
Read More...

ବଲାଙ୍ଗିର କଚେରି ଛକର ଟ୍ରାଫିକ ଛକଠାରେ ଏକ ଟ୍ରକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ଦୃତ ଗତିରେ ବଢ଼ିଚାଲିଛି । ବିଶେଷ କରି ପାଟଣା ଛକ, ଭାଗିରଥି ଛକ, ଜିଲ୍ଲାପାଳ ଅଫିସ୍ ଛକ, କଲେଜ ଛକ, ପ୍ୟାଲେଶ ଲାଇନ ଛକ, ନୂଆ ବସ ଷ୍ଟାଣ୍ଡ ଶାସ୍ତ୍ରୀ ନଗର ଛକମାନଙ୍କରେ ଛୋଟ ଛୋଟ ଦୁର୍ଘଟଣା
Read More...

ଜେ ଏସ୍ ଏମ୍ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ବଲାଙ୍ଗିର ଟାଉନ ହାଇସ୍କୁଲ ଖେଳ ପଡିଆଠାରେ ସକାଳ ୮ଘଣ୍ଟା ସମୟଠାରୁ ଆରମ୍ଭ ହୋଇଯାଇଛି । ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଗ୍ରାହକ ପକ୍ଷ ପାଳନ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡିସେମ୍ବର ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଗ୍ରାହକ ପଖୱାଡା ପାଳନ ଅବସରରେ ୧୫ ତାରିଖ ସୋମବାର ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ (ସଂଘ କାର୍ଯ୍ୟାଳୟ) ଠାରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଶାଖା ତରଫରୁ 'ଗ୍ରାହକ ପଖୱାଡା' (ଗ୍ରାହକ ପକ୍ଷ) ପାଳନ
Read More...

ସମୀର ପଟ୍ଟନାୟକଙ୍କ ଦେହାନ୍ତ : ଗାନ୍ଧୀ ପାଠାଗାର ଠାରେ ଶୋକ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ପାଠାଗାରର ସକ୍ରିୟ ସଦସ୍ୟ ସମୀର ପଟ୍ଟନାୟକ (ମଣ୍ଟୁ)ଙ୍କ ୫୦ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ବିଗତ କିଛି ସମୟ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଛତିଶଗଡ ରାୟପୁରରେ ଚିକିତ୍ସିତ ହେଉଥିଲେ । ଶନିବାର ଭୋର ୨ଟା ସମୟରେ ତାଙ୍କର ପ୍ରାଣବାୟୁ
Read More...

ପି ପି ଏକାଡେମୀ ୧୯୮୫ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପି.ପି. ଏକାଡେମୀ ୧୯୮୫ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବଲାଙ୍ଗିର ନିକଟସ୍ଥ ଗେଡାବାଞ୍ଜି ବଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପି.ପି.ଏକାଡେମୀରେ ସେ ସମୟର ଥିବା ତିନୋଟି ସେକ୍ସନର ପ୍ରାୟ
Read More...

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ହେଲଥ୍‌ କେୟାର ଅନ୍‌ ହ୍ୱିଲ୍ସ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିତ୍ତିଭୂମି ଦେଶର ଆଭ୍ୟନ୍ତରୀଣ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱାସ୍ଥ୍ୟ ଭିତ୍ତିଭୂମିର ଏକ ପ୍ରମୁଖ ଅଙ୍ଗ ଅଟେ । କାରଣ ଉତ୍ତମ ସ୍ୱାସ୍ଥ୍ୟ ହିଁ ଉତ୍ତମ ଶିକ୍ଷା ଗ୍ରହଣରେ ସହାୟକ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ସମୂହ ଜନ
Read More...

ଉଗ୍ରସେନ ଷଡ଼ଙ୍ଗୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍) : ସ୍ଥାନୀୟ ସତ୍ୟନାରାୟଣପଡା ନିବାସୀ ପ୍ରଖ୍ୟାତ ବରିଷ୍ଠ ଅଭିନେତା, ସୁନାମଧନ୍ୟ କ୍ରୀଡାବିତ୍ ତଥା ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଉଗ୍ରସେନ ଷଡ଼ଙ୍ଗୀ(୭୩)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମାପିତ
Read More...

ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନର ଜିଲ୍ଲା ଓ ଜୋନାଲ ସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନ ଓଡିଶା ତରଫରୁ ବଲାଙ୍ଗିର ପଂଚାୟତ ସାଧନ କେନ୍ଦ୍ର ଠାରେ ଏକ ଜିଲ୍ଲା ଓ ଜୋନାଲ ସ୍ତରୀୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ଆବାହକ ଉମେଶ ଚନ୍ଦ୍ର ପୁରୋହିତ ଅଧ୍ୟକ୍ଷତା କରିଥିଲେ ଏବଂ ରାଜ୍ୟ
Read More...