Browsing Tag

balangir news

ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଉଦଯାପିତ

-"ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢ଼ାଇଥାଏ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାଠାରେ ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତରେ ଅବସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିରେ ଦୁଇଦିନ ଧରି ଆୟୋଜିତ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଆନନ୍ଦମୟ ପରିବେଶ ମଧ୍ୟରେ ସଫଳତାର ସହିତ ସମାପ୍ତ ହୋଇଯାଇଛି ।
Read More...

ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନଅଗାଁ (ଖ)ର ବାର୍ଷିକ କ୍ରୀଡା ଉତ୍ସବ ସଫଳ ଭାବେ ଏକ ଶୃଙ୍ଖଳିତ ମନୋରମ ପରିବେଶ ମଧ୍ୟରେ ସୁନ୍ଦର ଭ।ବେ ଉଦଯାପିତ ହୋଇଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ବ୍ୟତୀତ ବାଟିକା ଓ ଅଙ୍ଗନବାଡି ଶ୍ରେଣୀରୁ ମଧ୍ୟ ଛାତ୍ରଛାତ୍ରୀ
Read More...

ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୌଶଲ୍ୟା ସ୍କୁଲ୍ ଅଫ୍ ନର୍ସିଂ, ସୁଦପଡ଼ା, ବଲାଙ୍ଗିରଠାରେ ଅଧ୍ୟକ୍ଷା ମୋନାଲିସା ଖୋସଲାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ କରାଗଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର
Read More...

ମିଳିତ କୃଷକ ମଂଚ ପକ୍ଷରୁ ଆସନ୍ତା ୨୪ ତାରିଖରେ ବିଭିନ୍ନ ଜିଲ୍ଲା ପକ୍ଷରୁ ଧାନ ବିକ୍ରିକୁ ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ରାଜ୍ୟ ସରକାର ଧାନ କିଣାକୁ ନେଇ କୌଣସି ପ୍ରକାରର ସୁବିଧା କରି ନ ଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ୪ ଜିଲ୍ଲାର ଚାଷୀ । ଗତ ୧୪ ତାରିଖରେ ବଲାଙ୍ଗିର ସହରର ଏକ ହୋଟେଲରେ କୋଶଳି କିଷାନ ସଭା ପକ୍ଷରୁ ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ର ଧାନ କିଣାକୁ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାହିତ୍ୟ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରର ସଭାଗୃହରେ ଏକ ସଭା ଶତାଧିକ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାଟି ଛାତ୍ରୀମାନଙ୍କୁ ସାହିତ୍ୟ ରଚନା କବିତା, ପ୍ରବନ୍ଧ, କବିତା, ଗଳ୍ପ ଆଦି ସାହିତ୍ୟ ସୃଷ୍ଟି
Read More...

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ ବହଲପଦର ଠାରେ ଓଷ୍ଟା ପକ୍ଷରୁ ଅନୁଷଠିତ ହୋଇଯାଇଛି । ଓଷ୍ଟା ବ୍ଲକ ସଭାପତି ରୁଦ୍ରମଣୀ କର୍ମିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଦିବ୍ୟ ଭାରତୀ ପଧାନ ସରପଂଚ ବଇରାସର
Read More...

ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ବିଇଓ, ପୁଇଁନ୍ତଲାଙ୍କ ଆଦେଶ ସଂଖ୍ୟା- ୨୭୭୧// ତା.୧୮.୧୨.୨୦୨୫, ଓସେପା, ଓଡିଶାଙ୍କ ପତ୍ର
Read More...

ଭୂମିକାର ୩୬ତମ ସ୍ଵନକ୍ଷତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ ଭୂମିକାର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ସ୍ଵନକ୍ଷତ୍ର ଦିବସ ବନକେଡ଼ାଠାରେ ପାଳିତ ହୋଇଯାଇଛି । ଭୂମିକାର ସଭାପତି ବୀରେନ୍ଦ୍ର ବନଛୋର ସମସ୍ତ ସଭ୍ୟଙ୍କୁ ସ୍ୱାଗତ ସହ ଶୁଭେଚ୍ଛା ଜଣାଇ ସଭାରମ୍ଭ କରିଥିଲେ ।
Read More...

ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖର୍ଲିକାନି ସ୍ଥିତ ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଆଜି ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଛି । ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ କୁମାର ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର
Read More...