Browsing Tag

balangir news

ବିଦ୍ୟୁତ୍ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ଅନୀଲ ମେହେରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ରାଜ୍ୟ ସରକାର ଓ ବିଦ୍ୟୁତ୍ ବିଭାଗ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ
Read More...

ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ଅନୁଷ୍ଠିତ ହେବ ପୁଷ୍ୟାଭିଷେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌଷ ପୂର୍ଣ୍ଣିମା ଅବସରରେ ଆସନ୍ତା ଜାନୁୟାରୀ ୨ ଓ ୩ ତାରିଖ ଦୁଇ ଦିନ ବ୍ୟାପି ପୁଷ୍ୟାଭିଷେକ ଉତ୍ସବ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ୨ ତାରିଖ ଦିନ ଶ୍ରୀରାମ ମନ୍ଦିରରେ ବୈଠକୀ କୀର୍ତ୍ତନ, ରାମାୟଣ, ପାରାୟଣ
Read More...

ସଞ୍ଜୟ ଭୋଇଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡି ପଡା ନିବାସୀ ସଞ୍ଜୟ ଶେଖର ଭୋଇଙ୍କ ଦେହାନ୍ତ ଘଟିଛି । ମଙ୍ଗଳବାର ଭୋର ୪ଟା ସମୟରେ ଏକ ଘରୋଇ ହସ୍ପିଟାଲ ଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୬୯ ବର୍ଷ ହେଉଥିଲା । ସାରା ସହରରେ ସେ ଜଣେ
Read More...

ଗୁର୍ଜିଭଟା ଠାରେ ଦ୍ଵିତୀୟ ମହାଦେବ ମେମୋରିଆଲ ଫୁଟବଲ ଟର୍ଣ୍ଣ।ମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ଦିନ ଗୁର୍ଜିଭଟା ଠାରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ମହାଦେବ ମେମୋରିଆଲ ଫୁଟବଲ ଟର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହା ତା: ୨୭/୧୨/୨୦୨୫ ରୁ ଆରମ୍ଭ ହୋଇଯାଇଥିଲା । ଏଥିରେ ମୋଟ ଆଠ ଗୋଟି ଟିମ ଭାଗ ନେଇଥିଲେ ସରଗାଡ଼, ସୂଜିଆ, ସକମା, ଆଗଲପୁର
Read More...

ଦ୍ୱିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲିରେ ଦ୍ୱିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୭ ତାରିଖ ଉଦ୍‌ଘାଟନ ହୋଇଥିଲା ଓ ୨୮ ତାରିଖ ରବିବାର ଦିନ ଉଦ୍‌ଯାପିତ ହୋଇଥିଲା । ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଜିଲ୍ଲାର
Read More...

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାଂପି ନେଇଥିବା ୨ ଲୁଟେରାଙ୍କୁ ବାନ୍ଧିଲା ବଲାଙ୍ଗିର ପୋଲିସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ତମ୍ବା ପିତ୍ତଳ ସାମଗ୍ରୀ ତଥା ସୁନା ରୂପା ଗହଣା ସଫା କରିବା ବାହାନାରେ ସହରରେ ଲୋକଙ୍କୁ ଲୁଟୁଛନ୍ତି ଲୁଟେରାମାନେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ତେଲିଗୋଠପଡାରେ । ଭୂମିସୂତା ହୋତାଙ୍କ ଘରେ ଦୁଇ ଜଣ ବିହାରୀ ଯୁବକ ପହଂଚି ଏଭଳି କାଣ୍ଡ କରିଥିବା
Read More...

ସାମ୍ବାଦିକ ପୱନ ଅଗ୍ରୱାଲ କୋଟା ଠାରେ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ତଥା ବଲାଙ୍ଗିରର ସାମ୍ବାଦିକ ପୱନ ଅଗ୍ରୱାଲଙ୍କୁ ରାଜସ୍ଥାନର ଶିକ୍ଷା ସହର କୋଟାର ଏୟାରଡ୍ରମ୍ ନିକଟସ୍ଥ ଅଗ୍ରୱାଲ ସେବା ସଂସ୍ଥା ଠାରେ ସମ୍ମାନିତ କରାଯାଇଛି । ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର
Read More...

କବି ସୁଲେଖକ ରାଜକିଶୋର ପଣ୍ଡା ରାଜ୍ୟ ସ୍ତରୀୟ “ଶବ୍ଦ କୁବେର” ସମ୍ମାନରେ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ କିଭା ହୋଟେଲ ପରିସରରେ ରାଜ୍ୟ ସ୍ତରୀୟ ଆମ ଅଗଣାର ସଜଫୁଲ ପରିବାର ସାହିତ୍ୟ ଅନୁଷ୍ଠାନ ତରଫରୁ ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ କବି ଲେଖକ ରାଜକିଶୋର ପଣ୍ଡା ସମ୍ବର୍ଦ୍ଧିତ ହୋଇଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ
Read More...

କବି ମଦନ ମୋହନ ରଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାର ରିମ୍‌ସ କଲେଜର ସଭା କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ ସୁନାଫୁଲ ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟାଶକ୍ତି ନାରୀ ସଂଗଠନର ପ୍ରତିଷ୍ଠା ଦିବସ ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଦୈନିକ ବଜାର ଶିଶୁ ବାଟିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଲେଜ ଛକ ଶିଶୁ ମନ୍ଦିରର ଗୁରୁମା ସନ୍ତୋଷିନୀ ସାହୁ ମୁଖ୍ୟ ଅତିଥି, ଲେଖିକା ଲିଲି ପଟେଲ ମୁଖ୍ୟବକ୍ତା ଓ
Read More...