Browsing Tag

balangir news

ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ପିପି ଏକାଡେମୀ ସଭାଗୃହରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟାଇକଣ୍ଡୋ ସଂଘ ସଂପାଦକ ତଥା ଜାତୀୟ ସ୍ତରୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି
Read More...

କଳାମଣ୍ଡଳ ପଡା ରଥଯାତ୍ରା କମିଟି ତରଫରୁ ମହାବାହୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଳାମଣ୍ଡଳ ପଡା ରଥଯାତ୍ରା କମିଟି ତରଫରୁ ମହାବାହୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବହୁତ ଭକ୍ତଙ୍କ ସମାଗମରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ରତ୍ନବେଦି ଛାଡି ଭାଇ, ଭଉଣୀଙ୍କ ସହ ସ୍ନାନବେଦିରେ ଉଭା ହୋଇଥିଲେ । ଆଜି ଧନୀ, ଗରିବ, ତପୀ,
Read More...

ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରଠାରେ କ୍ରାଏ (CRY) କଲିକତା ତରଫରୁ ପଲ୍ଲୀ ଆଲୋକ ପାଠାଗାରର ଆୟୋଜନ କ୍ରମେ ଏକ ଜିଲ୍ଲା ସ୍ତରୀୟ ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର

ବଲାଙ୍ଗିର : ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପରମେଶ୍ୱର ଫୁଙ୍କୱାଲ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନର ନିରୀକ୍ଷଣ କରିଛନ୍ତି । ବଲାଙ୍ଗିରରେ ଚାଲିଥିବା ଅମୃତ ରେଳ ଷ୍ଟେସନ ନିର୍ମାଣ କାମ ନିରୀକ୍ଷଣ କରିଥିଲେ । ଏହା ପରେ ବଲାଙ୍ଗିରରୁ ବୌଦ୍ଧ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ରେଳପଥ
Read More...

ବଲାଙ୍ଗିର ଠାରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ବଲାଙ୍ଗିରରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ପୌରପାଳିକାର
Read More...

ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ଗତ ମାସର ଆୟ ବିବରଣୀ ପାଠ କରିଥିଲେ । ମାଲପଡାର ୧୪ ଓ ୧୫ ନଂ ୱାର୍ଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।
Read More...

ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗୃହ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ଲାର୍ନିଙ୍ଗ ଏଟ୍‌ ଡୋର ଷ୍ଟେପ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବଶ୍ରୀ ଭୋଇ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଚିମିନିଭାଟି ପଡା ଓ ବିଭୁତିପଡାର
Read More...

ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶକୁ ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା ସଂଘ ତରଫରୁ ପ୍ରାଥମିକ ଶିକ୍ଷମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶ କୁ ବିରୋଧ କରି ଆଜି ମାନନୀୟ ମୁଖ୍ୟମନ୍ତ୍ରୀ, ମାନନୀୟ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ବଲାଙ୍ଗିର
Read More...

ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଟ୍ରୋଲିଂ ବେଳେ ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବିଭାଗୀୟ ସୂଚନା ଅନୁସାରେ ଆଜି ଭୋର୍‌ ୫ଟା ସମୟରେ ବଲାଙ୍ଗିର ସହରର କଲେଜ ଛକ ନିକଟରେ ବଲାଙ୍ଗିର ରେଂଜ ଷ୍ଟାଫ୍‌ ପେଟ୍ରୋଲିଂ କରୁଥିବା ବେଳେ କେନ୍ଦୁ ଗଣ୍ଡି ବୋଝେଇ ଏକ ଟ୍ରକ୍‌ ନଂ. ଓଆର୍‌
Read More...

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ; ଚାଷୀ ଠକେଇର ଶିକାର ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଧାନମଣ୍ଡି ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା। ଠକେଇର ଶିକାର ହେଉଛନ୍ତି ଚାଷୀ । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ଜିଲ୍ଲାର ସାଲେଭଟା, ମୁରୁଶୁଣ୍ଡି, ଦେଓଗାଁ, କୁତୁର୍ଲା, ସଇଁତଳା ପ୍ରଭୃତି ଧାନମଣ୍ଡି ପରିଦର୍ଶନ କରିବା ସହିତ ଚାଷୀମାନଙ୍କ
Read More...