Browsing Tag

balangir news

ବୋଟଲିଂ ପ୍ଲାଣ୍ଟ ସ୍ଥିତ ଓଭୋ ଫାର୍ମର ଅଣ୍ଡା ପ୍ରକ୍ରିୟାକରଣ ପ୍ଲାଣ୍ଟର ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗିର ଗସ୍ତରେ ଆସି ସ୍ଥାନୀୟ ବୋଟଲିଂ ପ୍ଲାଣ୍ଟ ସ୍ଥିତ ଓଭୋ ଫାର୍ମର ଅଣ୍ଡା ପ୍ରକ୍ରିୟାକରଣ ପ୍ଲାଣ୍ଟର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉଦଘାଟନୀ
Read More...

ମନହିରା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ମନହୀରା ପଞ୍ଚାୟତର ମନହୀରା ଓ ବଘାପାଲି ଗାଁରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ମନହୀରା ସରପଞ୍ଚ ରମ୍ଭା ରଣାଙ୍କ ପୌରହିତ୍ୟରେ
Read More...

ସୀତାଙ୍କୁ ହରଣ, ଜଟାୟୁ ମରଣ ରାବଣ ଭୂମିକାରେ ଜିବନ୍ତ ଅଭିନୟ କଲେ ଡା. ରୁଦ୍ର ନାରାୟଣ ପଟେଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥପଡାରେ ସର୍ବପୁରାତାନ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ନାଟକ ଅୟୋଜିତ ହୋଇଥିବା ବେଳେ ଗତ ୮ ଏପ୍ରିଲ ୧୮ ତାରିଖ ଶୁକ୍ରବାର ଦିନ ସୀତାଙ୍କୁ ହରଣ, ଜଟାୟୁ ମରଣ ଦର୍ଶକକୁ ବେଶ ମନ ଛୁଇଁଥିଲା । ମାୟା ମିରିଗ କୁଟିରରେ ଜଟି ରାବଣ ଭିକ୍ଷା
Read More...

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଧୀନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଗଲାପାଲିରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଘର ଘର ଯାଇ ବଣ୍ଟନ କରିଥିଲେ ।
Read More...

ରେଳ ଉପଭୋକ୍ତା ସଂଘର ନିର୍ବାଚନ ପ୍ରଫେସର ତରୁଣ ମିଶ୍ର ପୁନଃ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରେଲ ଉପଭୋକ୍ତା ସଂଘର ଏକ ସାଧାରଣ ସଭା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାର ପ୍ରଶନ୍ନ ମିଶ୍ର ତରଫରୁ ପ୍ରଦତ୍ତ ଫଳାଫଳକୁ ପ୍ରାକ୍ତନ ସଂପାଦକ ଦିବାକର ହୋତା ଘୋଷଣା କରିଥିଲେ । ଏଥିରେ ପ୍ରଫେସର ତରୁଣ
Read More...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ ସମାରୋହଟି +୩ ତୃତୀୟ ବର୍ଷ ଓଡିଆ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।
Read More...

ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା ସ୍କିମ ୱାର୍କର ଆଶା, ଅଙ୍ଗନୱାଡି କର୍ମୀ, ପାଚିକାଙ୍କୁ ୱାର୍କର ମାନ୍ୟତା ଦାବିରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋୟଲ ଧର୍ମଶାଳା ଠାରେ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସିର ଜିଲ୍ଲାପରିଷଦ ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
Read More...

ରାମଲୀଳା ନାଟକ ଆରଣ୍ୟକାଣ୍ଡ ଆରମ୍ଭ ଭରତ ମିଳନ ଓ ସୁର୍ପନକା ନାଶା କର୍ଣ୍ଣ ଛେଦନ ନାଟକ ମଂଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥପଡାରେ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ନାଟକ ଭରତ ମିଳନ, ବନ ବିହାର ଓ ପଂଚବଟି ପ୍ରବେଶ, କୁଟିରରେ ରୋଦନ, ସୁର୍ପନକା ନାଶା କର୍ଣ୍ଣ ଛେଦନ, ରାବଣଙ୍କୁ ଯାଇ ଭଉଣୀ ସୁର୍ପନକା ରାବଣଙ୍କ ଦରବାରରେ ପ୍ରକାଶିତ କରିଥିଲେ । ରାବଣ ଉତ୍ତେଜିତ
Read More...

ପିଏମ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସୁର୍ଡା ଠାରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ, ଯୋଗୀସୁର୍ଡା ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଡୋଳମଣୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ
Read More...

ରାଜ୍ୟ ବିଜେପି ଉପ-ସଭାପତିଙ୍କ ଦ୍ୱାରା ଆର.ଆର. କଲୋନୀଠାରେ ଆୟୁଷ୍ମାନ କାର୍ଡ ବିତରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଦେଇପାଲି ଆର.ଆର. କଲୋନୀ ସ୍ଥିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର ସଦର ବ୍ଲକର ହିତାଧିକାରୀମାନଙ୍କୁ ଆୟୁଷ୍ମାନ କାର୍ଡ ବିତରଣ କରିଥିଲେ । ଏହି ଅବସରରେ
Read More...