Browsing Tag

balangir news

ଅଲ୍‌ ଓଡିଶା ସିଡ୍ୟୁଲ କାଷ୍ଟ ଅର୍ଗାନାଇଜେସନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଅର୍ଗାନାଇଜେସନ ତରଫରୁ ବଲାଙ୍ଗିର ଯାଦବ ଭବନଠାରେ ଭୁବନ ନାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାର ସୁଧାଂଶୁ ଡାଙ୍ଗ (ଏଓଏସ୍‌ସିଓ)ର କାର୍ଯ୍ୟକାରୀ ସଭାପତି ଯୋଗଦେଇ
Read More...

ବଲାଙ୍ଗିର ଜିଲ୍ଲାର ମେଟ୍ରିକ ମେଧାବୀ ଛାତ୍ରମାନଙ୍କ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ପି.ଆର. ହାଇସ୍କୁଲ ବଲାଙ୍ଗିରଠାରେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲାର ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଏ୧ ମେଧାବୀ ଛାତ୍ରମାନଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଆଜି ପୂର୍ବାହ୍ନରେ ବିଡିଘାଟ ଫଚାୟତଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷା ଉପରେ ଆଇନ
Read More...

ରକ୍ତଦାନ କରି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସରକାରୀ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀ ଜୀଙ୍କ ତିରୋଧାନ ଦିବସ ଅବସରରେ ଏବଂ ଜମ୍ମୁ କାଶ୍ମୀର ସ୍ଥିତ ପହଲଗାମଠାରେ
Read More...

ଚିନ୍ମୟ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଡୁଆ ଛାତ୍ର ନେତା ଚିନ୍ମୟ ବେହେରା ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଓଡିଶା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଛୁନ୍ନୁ ସିଂହ, ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ବଲାଙ୍ଗିର ଜିଲ୍ଲା ଛାତ୍ର
Read More...

୮ ଦଫା ଦାବି ନେଇ ଡ. ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଡ. ମୁକେଶ ମହାଲିଙ୍ଗଙ୍କ ସହ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହିସ୍ପିଟାଲରେ ପ୍ରତିଦିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବଲାଙ୍ଗିର
Read More...

କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଛାତ୍ରଛାତ୍ରୀମାନଙ୍କୁ ବଲାଙ୍ଗିର ଜିଲ୍ଲାର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି ।
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କମାଲ୍‌ କଲା ଯୁବୋଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କମାଲ୍‌ କରିଛି ଯୁବୋଦୟ । ବଲାଙ୍ଗିର ଜିଲ୍ଲା ସ୍ଥିତ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ପାସ୍ ହାର ରଖିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଯୁବୋଦୟ ସ୍ଥାନ ପାଇଛି । ଏହି
Read More...

ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜ ପୁଇଁତଲାର ସଫଳତାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ପରୀକ୍ଷା ଫଳକୁ ନେଇ ଖୁସିର ଲହରୀ ଖେଳିଯାଇଛି । ମୋଟ ପାସ ହାର ୯୯% ଥିବାବେଳେ ୫ଜଣ ଛାତ୍ରୀ ୮୦%ରୁ ଅଧିକ ମାର୍କ ରଖିଛନ୍ତି । ୧୦ ଜଣ
Read More...

ବଲାଙ୍ଗିର ସହରରେ କାଳ ବୈଶାଖୀର ତାଣ୍ଡବ : ରାସ୍ତାକଡ଼ର ଗଛ ପଡ଼ି ଗୁଡ଼ାଏ ବାଇକ କ୍ଷତିଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଜୋର୍‌ରେ ପବନ, ବର୍ଷା ସହ ଘଡ଼ଘଡ଼ି ଲାଗିରହିଥିଲା ।ଯାହାଫଳରେ ବଲାଙ୍ଗିର ସହରର ବଲାଙ୍ଗିର-ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ ନିକଟରେ ଏକ ବିରାଟକାୟ ଲିମ୍ବଗଛ ଭାଙ୍ଗି ତଳେଥିବା ବାଇକ ଉପରେ
Read More...