Browsing Tag

balangir news

ଜିଲ୍ଲା ସ୍ତରୀୟ ସ୍କୁଲ ଉଷୁ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସ୍ତରୀୟ ସ୍କୁଲ ଉଷୁ ପ୍ରତିଯୋଗିତା ସ୍ଥାନୀୟ ପି.ପି. ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ଯୁଧିଷ୍ଟିର ଗୁରହାଣ୍ଡି ପର୍ଯ୍ୟବେକ୍ଷକ, ସୁଶାନ୍ତ ନାଗ ପିଇଟି, ହୃଦୟ ଶବର ଖେଳକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି
Read More...

୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସର ବଡ଼ ପ୍ରେସମିଟ । ପ୍ରେସମିଟରେ ଯୋଗଦେଲେ ଆଇଜି ହିମାଂଶୁ ଲାଲ । ଆଉ ଦେଲେ ବଡ଼ ସୂଚନା । ଆଇଜି ହିମାଂଶୁ ଲାଲଙ୍କ ସୂଚନା ଅନୁସାରେ ବଲାଙ୍ଗିର ପୋଲିସ ୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହା କି ବଲାଙ୍ଗିର ପୋଲିସ ପାଇଁ ଏକ ବଡ଼
Read More...

ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସିମ ଟାଇକଣ୍ଡୋ ଏକାଡେମୀରେ ବଲାଙ୍ଗିର ସ୍କୁଲ ସ୍ପୋର୍ଟ୍ସ ଏସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିଭାଗ ତରଫରୁ ଅନୁଷ୍ଠିତ ଏହି
Read More...

କେନ୍ଦୁପତ୍ର ସମୟିକ କର୍ମଚାରୀ ଓ ତୋଳାଳୀମାନଙ୍କ ଦାୟାଦଙ୍କୁ ଅନୁକମ୍ପା ରାଶି ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ କେନ୍ଦୁପତ୍ର ବନଖଣ୍ଡ କାର୍ଯ୍ୟାଳୟରେ, ସରକାରଙ୍କ କେନ୍ଦୁପତ୍ର ତୋଳାଳୀ, ବାନ୍ଧଳୀ କଲ୍ୟାଣ ପାଣ୍ଠି ତରଫରୁ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ, ଆଇ.ଏଫ୍‌.ଏସ୍‌ ଦ୍ୱାରା ଆଜି ୪୩ ଜଣ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ
Read More...

ଜାତୀୟ ସବ ଜୁନିୟର କିକ୍‌ ବକ୍ସିରେ ଭାଗନେବ ଅଭିପ୍‌ସା ହୋତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ତାରିଖରୁ ୩୧ଅଗଷ୍ଟ ଚେନ୍ନେଇ ଠାରେ ଜାତୀୟ ସବ୍ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲା ଅମ୍ରେଚର କିକ୍‌ ବକ୍ସିଂ ସଂଘରୁ ଜଣେ ପ୍ରତିଯୋଗି ମନୋନିତ ହୋଇଛନ୍ତି । ସେ ଶେଖର କିକ୍‌ ବକ୍ସିଂ ଏକାଡେମୀର ଖେଳାଳି ଅଭିପ୍‌ସା ହୋତା
Read More...

କୃଷି ବିଶ୍ୱ ବିଦ୍ୟାଳୟ ଦାବୀରେ ଗର୍ଜିଲା ବଲାଙ୍ଗିର

କଂଗ୍ରେସ ୧୦ ବର୍ଷ ପୂର୍ବର ଘୋଷଣା କାର୍ଯ୍ୟକାରୀ କଲାନାହିଁ ବିଜେଡି ସରକାରବିପକ୍ଷରେ ଥିଲା ବେଳେ ଦାବି, ଶାସନକୁ ଆସିଲେ ପଛଘୁଞ୍ଜା ଦେଲା ବିଜେପି - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ମସିହା ବିଧାନସଭାରେ କେବିକେରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଘୋଷଣା କରିଥିଲେ ମହାମହିମ
Read More...

କୁଟାସିଂହାରେ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଧର୍ମୋ ରକ୍ଷତି ରକ୍ଷତଃ - ଯିଏ ଧର୍ମକୁ ରକ୍ଷା କରେ ଧର୍ମ ତାକୁ ରକ୍ଷା କରେ ବୋଲି ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ କହିଛନ୍ତି । ଆଗଲପୁର ବ୍ଲକ କୁଟାସିଂହାଠାରେ ଅନୁଷ୍ଠିତ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ
Read More...

ଉତ୍ତମ ବ୍ୟକ୍ତିତ୍ୱ ପାଇଁ ଉପଯୁକ୍ତ ଶୈଶବ ଜରୁରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ଆଜି ସ୍ଥାନୀୟ ଜେଆଇଟିଏମ୍‌ କଲେଜରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା ନିମିତ୍ତ ବିଭିନ୍ନ ବିଧି ବ୍ୟବସ୍ଥା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା
Read More...

ବ୍ରହ୍ମକୁମାରୀ ବଲାଙ୍ଗିର ପକ୍ଷରୁ ରକ୍ତଦାନ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଲାଲଟିକ୍ରା ସ୍ଥିତ ବ୍ରହ୍ମା କୁମାରୀଜ୍‌ ମୁଖ୍ୟାଳୟ ବିଶ୍ୱ କଲ୍ୟାଣ ଭବନଠାରେ ଦିବଂଗତ ଦାଦୀ ପ୍ରକାଶ ମଣିଜୀଙ୍କ ୧୮ତମ ପୂଣ୍ୟତିଥି ଉପଲକ୍ଷେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମା କୁମାରୀ ଭାଇଭଉଣୀ ତଥା ତାଙ୍କର
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର

ମା ନାମରେ ଗଛଟିଏ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଗତ ତା.୨୪.୦୮.୨୦୨୫ ରିଖ ଦିନ ଜାତୀୟ ସେବା ସଂସ୍ଥା ପକ୍ଷରୁ ମା’ନାମରେ ଗଛଟିଏ ୨.୦ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ସଂସ୍ଥାର
Read More...