Browsing Tag

article

ଦେଖ୍‌ଲା ବେଲ୍‌କେ ସବୁଆଡ଼ୁ ଥେତା

ଚଏତୁର୍‌ ଉସତ୍‌ କହେଲେ ନେଇଁ ସରେ । ଏଦେ, ଆର ମାସର୍‌ ପହେଲା ତାରିଖ୍‌ ନୁଁ ଜଏନ୍‌ କର୍‌ବା ଚାକ୍‌ରୀ ଥି । ଦଲାଲ୍‌ କେ ଠନ୍‌ ଠନ୍‌ ଗନି ଦେଇଛେ ଖଡ଼୍‌ଖଡ଼ି ନୋଟ୍‌ । ତିନ୍‌ ଲାଖ୍‌ । ଯେତ୍‌କି ଠୁଲେଇ କରି ରଖିଥିଲା ଝାଲ୍‌ ବୁହା ଟଁକା, ସବୁ ଦେଇ ଦେଇଛେ । ଦଲାଲ୍‌ ବି ନିଜର୍‌ ଲୋକ୍‌ ଝନେ ।
Read More...

ହାଏ ଲାଗ୍‌ଲା

ବଡ଼ା ଅସ୍‌ଗୁନିଆଁ ସାହେବ୍‌ ଟେ ଆଇଛେ । ଅଫିସ୍‌ ଟାଇମ୍‌ ଆଘୋ ନୁଁ ପଲେଇ ଆସୁଛେ ଅଫିସ୍‌ କେ । ସବୁ ଆଡ଼୍‌କେ ତାର୍‌ ନିଘା । କିଏ କେତେବେଲେ ଅଫିସ୍‌ ଆସୁଛେ, କିଏ କାଁଣା କାମ୍‌ କରୁଛେ, କାର୍‌ ଟେବୁଲ୍‌ ଥି ଫାଇଲ୍‌ ପଡ଼ି କରି ରହିଛେ, କିଏ ଅଫିସ୍‌ ଟାଇମ୍‌ ଥି ମୋବାଇଲ୍‌ ଧରି କରି ଚାଟିଂ
Read More...

ମୂଳନିବାସୀ ସଂସ୍କୃତିରେ ମହା ଶିବରାତ୍ରି

ମୀନକେତନ ମାଝୀ ମହା ଶିବରାତ୍ରି ଆମ ଦେଶରେ ମହା ସମାରୋହରେ ପାଳନ କରାଯାଉଛି । ଏହା ଆଦିବାସୀ ମୁଳନିବାସୀ ମାନଙ୍କ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । କିମ୍ବଦନ୍ତୀ ଅନୁଯାଇ ଗୋଁଣ୍ଡୱାନା ଲ୍ୟାଣ୍ଡ୍‌/ସିଙ୍ଗାର ଦ୍ୱୀପ/କୋୟାମୁରୀ ଦ୍ୱୀପ/ଜମ୍ବୁଦ୍ୱୀପ/ ନାଗଦ୍ୱୀପ ବା ଆଧୁନିକ ଭାରତରେ ଅଠାଅଶି
Read More...

ବଲାଙ୍ଗିର : ୧୫୦ ବର୍ଷ

ଗୋପବନ୍ଧୁ ରଥ ଏକଦା ବଲାଙ୍ଗିର ଜିଲ୍ଲାକୁ ‘ପାଟଣା ଷ୍ଟେଟ’ ବୋଲି କୁହାଯାଉଥିବା କଥା ଇତିହାସ କହିଥାଏ । ଏହି ପାଟଣା ଷ୍ଟେଟ୍‌ର ରାଜଧାନୀ ଥିଲା ପାଟଣାଗଡ଼ । ପାଟଣାଗଡ଼ର ଚତୁଃପାଶ୍ୱର୍ରେ କଟଙ୍ଗ ବାଉଁଶ ବଣ ରହିଥିବା ହେତୁ ତାହା ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ଅପଖ୍ୟାତ ହୋଇଥିଲା ।
Read More...

ଫେବୃଆରୀ ଚଉଦ ଓ ଲାଲ ଗୋଲାପ

ମୀନା ମହାରଣା ଇଉରୋପ ମହାଦେଶର ରୋମ ଏକ ସମୃଦ୍ଧ ଓ ରୋମାଂଚକର ନଗରୀ ଭାବେ ଖ୍ୟାତ । ଚତୁର୍ଥ ଶତାବ୍ଦୀର ଶେଷ ଭାଗରେ ତଥା ପଂଚମ ଶତାବ୍ଦୀର ଆରମ୍ଭ ବେଳେ ରାଜା କ୍ଳଡିଅସ ଦ୍ୱିତୀୟ ରୋମରେ ରାଜତ୍ୱ କରୁଥିଲେ । ତାଙ୍କର ନିଷ୍ଠୁର ଓ ଆତଙ୍କବାଦୀ ଶାସନ ପାଇଁ ସେ ପ୍ରସିଦ୍ଧ ଥିଲେ । ଇଉରୋପରେ
Read More...

ଏମିତି ଚୁମ୍ବନ…ଚୁମିବା ମାତ୍ରେ ଚାଲିଯାଉଥିଲା ଜୀବନ

ଆଜି ହେଉଛି କିସ୍ ଡେ' ଅର୍ଥାତ୍ ଚୁମ୍ବନ ଦିବସ । ପ୍ରାଚୀନ ଭାରତରେ ବିଷାକ୍ତ ଯୁବତୀମାନଙ୍କ ଉଲ୍ଲେଖ ରହିଛି, ଯେଉଁମାନେ ଗୁପ୍ତଚର କାର୍ୟ୍ୟ କରୁଥିଲେ । ପ୍ରାଚୀନ ସାହିତ୍ୟରେ ଏହିପରି ଅନେକ କାହାଣୀ ଦେଖିବାକୁ ମିଳେ, ଯେତେବେଳେ ରାଜାମାନେ ଶତ୍ରୁମାନଙ୍କୁ ପ୍ରତାରଣା କରିବା ପାଇଁ ବିଷ
Read More...

ହେ’ ଈଶ୍ୱର, ହେ’ ପରମେଶ୍ୱର

ଶରଦିନ୍ଦୁ ଭୂଷଣ ହୋତା ବସ୍ତୁବାଦୀ ଜୀବନଚର୍ଯ୍ୟାର ପ୍ରଧାନ ଲକ୍ଷ୍ୟ ହେଉଛି ଯେ ତାହା ଭୋଗସର୍ବସ୍ୱ । ସୁଖପ୍ରାପ୍ତି ହିଁ ଚରମ ଲକ୍ଷ୍ୟ । ସୁଖଭୋଗ ପାଇଁ ବସ୍ତୁଗତ ଉପକରଣ ସଂଗ୍ରହରେ ଚଳନ୍ତି ସମାଜର ଅଧିକାଂଶ ବ୍ୟକ୍ତି ସଦାସର୍ବଦା ବ୍ୟସ୍ତ । ଭୋଗ ପାଇଁ ପ୍ରୟୋଜନ ହେଉଥିବା ବସ୍ତୁସମ୍ଭାର
Read More...

ବଲାଙ୍ଗିର ବିଷୟରେ ଏକ ରଚନାର କିୟଦଂଶ

ଶରଦିନ୍ଦୁ ଭୂଷଣ ହୋତା ବଲାଙ୍ଗିର ଲୋକେ ପ୍ରକୃତିଗତ ଭାବେ ଆମେ ବଡ଼ ସଭାବିଳାସୀ । ଯାହା ଯେମିତି ହେଉ ସବୁ କଥା ଆଗରେ ସଭାଟିଏ କରିବା ଆମର ମଜ୍ଜାଗତ ଅଭ୍ୟାସ । ଚିରୁଣି ଧରି ମୁଣ୍ଡକୁ ବହେ ରାଂପି ପକାଇବା ପରେ ଉକୁଣି ମୁଣ୍ଡିଆ ଲୋକଟିକୁ ଯେମିତି ହାଏ ଲାଗେ, କୌଣସି କିଛି ପାଇଁ ଆମର ମଧ୍ୟ
Read More...

ଜନତା ଜନାର୍ଦ୍ଦନ

ଶରଦିନ୍ଦୁ ଭୂଷଣ ହୋତା ବ୍ୟକ୍ତିଗତ, ସମଷ୍ଟିଗତ, ସରକାରୀ ବା ବେସରକାରୀ ଯେଉଁ କ୍ଷେତ୍ରରେ ଯିଏ ଯାହା ବି କରୁଛି, ତାର କାମ ପଛରେ ଲୋକ ହିତୈଷଣା ଯେ ଅସଲ ଉଦ୍ଦେଶ୍ୟ- ଏକଥା ଅହରହ ଘୋଷଣା କରୁଛି । ଲୋକଙ୍କ ପାଇଁ ଶାସନ ଚାଲିଛି । ଗଣତନ୍ତ୍ର ବୋଲି ଯାହା ଯେମିତି ଚାଲିଛି, ତହିଁରେ କୁଆଡେ଼
Read More...

ବଏଠା ତଲର୍‌ ଅନ୍ଧାର୍‌

ଶରଦିନ୍ଦୁ ଭୂଷଣ ହୋତା ନାଗରିକ ଜୀବନର ଚାର୍‌ହିକୁତି ଇହାଦେ କେତେନି କେତେ ବଏଠା ଜଲୁଛେ । ବଏଠା ମାନ୍‌କର ଉଁକିଆ ଥି ଦିନ୍‌ ଛୁଟିଗଲା ମେତାନ୍‌ ଲାଗୁଛେ । ଗଣତନ୍ତ୍ରର ବଏଠା ଜଲୁଛେ । ସାମାଜିକ ନ୍ୟାୟର ବଏଠା ଜଲୁଛେ । ଧର୍ମନିରପେକ୍ଷତାର ବଏଠା ଜଲୁଛେ । ନାରୀ ସଶକ୍ତିକରଣର ବଏଠା ଜଲୁଛେ ।
Read More...