ଜମି ବିବାଦକୁ ନେଇ ଠେଙ୍ଗା ମାଡ଼ରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ
ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜମି ବିବାଦକୁ ନେଇ ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗାଁରେ । ମୃତକ ଜଣକ ହେଲେ ଯୁଧିଷ୍ଠିର ପ୍ରଧାନ(୬୦) । ସୂଚନା ଅନୁସାରେ, ଘରକୁ ଲାଗିଥିବା!-->…
Read More...
Read More...