Browsing Tag

anugul news

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ଜଣଙ୍କ ହେଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିରେନ ଦେଉରିଆ । ବିରେନଙ୍କ ମୃତଦେହ ନିଜ ରୁମରେ ଥିବା ପଙ୍ଖାରେ ଝୁଲନ୍ତା
Read More...

ଜଙ୍ଗଲୀ ମାଂସ ସହ ଦୁଇ ଶିକାରୀ ଗିରଫ

ଅନୁଗୁଳ : କରୋନା ମହାମାରୀର ଦ୍ୱିତୀୟ ଲହରୀରେ ପୁରା ଦେଶ ଡରି ରହିଥିବା ବେଳେ କିଛି ଶିକାରୀ ମାନଙ୍କ ପାଇଁ ଏହା ଆଶୀର୍ବାଦ ହୋଇଛି । ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଶିକାରୀ ମାନେ ସକ୍ରିୟ ହୋଇଉଠିଛନ୍ତି । ଏପରି ଶିକାର କରୁଥିବା
Read More...

ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । କରୋନା ପାଇଁ ବାହାରେ ରକ୍ତଦାନ ଶିବିର ଆୟୋଜନରେ କଟକଣା କରାଯାଇଛି । ତେଣୁ ରକ୍ତର ଅଭାବ ଯୋଗୁଁ କେବଳ ବଦଳ ରକ୍ତଦାତା ଆଣୁଥିବା ରୋଗୀଙ୍କୁ ରକ୍ତ ମିଲିପରୁଛି । ଅନ୍ୟପକ୍ଷରେ କିଛି ସ୍ଵେଚ୍ଛାସେବୀ ନିୟମିତ
Read More...

ଅମାନିଆଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ଅନୁଗୁଳ : ଅନୁଗୁଳ ସହରରେ କରୋନା କଟକଣାକୁ ଅବମାନନା କରିଥିବାରୁ ଅନୁଗୁଳ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜୋରଦାର ଚଢ଼ାଉ କରାଯାଇଥିଲା । ୬ଟି ଟିମ ଗଠନ କରାଯାଇ ଏକାଧିକ ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରାଯାଇଛି । ପୌର କାର୍ୟ୍ୟାଳୟ ଠାରେ ଥିବା ଏକ ଜନସେବା କେନ୍ଦ୍ର ସିଲ୍ କରିବା ସହ
Read More...

ତାଳଚେର ବିଧାୟକଙ୍କ ଇଏସ୍‌ଆଇସି କୋଭିଡ ହସ୍ପିଟାଲ ପରିଦର୍ଶନ

ଅନଗୁଳ : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଇଏସ୍‌ଆଇସି କୋଭିଡ ହସ୍ପିଟାଲରେ ପହଞ୍ଚି କୋଭିଡ ସଂକ୍ରମିତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଔଷଧ ଓ ଅକ୍ସିଜେନର ଷ୍ଟକ ଓ ଆବଶ୍ୟକତା ବିଷୟରେ ଡାକ୍ତରଙ୍କ ସହ ବିଚାର ବିମର୍ଶ କରିଥିଲେ । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ଶୀଘ୍ର
Read More...

ଅନୁଗୁଳରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ । ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ ଏହା କହିଛନ୍ତି । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ
Read More...

ଅପହଞ୍ଚ ଇଲାକାରେ ପହଞ୍ଚିବ ଷ୍ଟେଟ୍ ବ୍ୟାଙ୍କ୍ ଭ୍ରାମ୍ୟମାଣ ଏଟିଏମ୍ ସେବା

ଅନୁଗୁଳ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଗ୍ରାହକମାନେ ଟଙ୍କା ଉଠାଣ ନିମନ୍ତେ ବ୍ୟାଙ୍କ୍ ବା ଏଟିମ୍ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ଏକ ଅଭିନବ ଉପାୟରେ ଗ୍ରାହକ ସେବା ପ୍ରଦାନ କରିବାକୁ ଆଗେଇ ଆସିଛି ।
Read More...

ଉତ୍ତରାଞ୍ଚଳ-ରେଞ୍ଜ ଡିଆଇଜି ଡ଼ଃ. ସାର୍ଥକ ଷଡଙ୍ଗୀଙ୍କ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପରିଦର୍ଶନ

ବ୍ରହ୍ମପୁର,, (କେ. ସତ୍ୟନାରାୟଣ ରେଡ୍ଡୀ) : ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ପ୍ରତିଷ୍ଠିତ ହାଇସ୍କୁଲକୁ ଉତ୍ତରାଞ୍ଚଳ-ରେଞ୍ଜ ପୋଲିସ ଡିଆଇଜି ଡ଼ଃ.ସାର୍ଥକ ଷଡଙ୍ଗୀଙ୍କ ବାଲ୍ୟ ଭୂମି ଛତ୍ରପୁର ଅନସ୍ଲୋ ସୋମବାର ଦିବା ୧୧ ଘଣ୍ଟାରେ ପରିଦର୍ଶନରେ ଆସିଥିଲେ । ରାଜ୍ୟ ସରକାରଙ୍କ "ମୋ ସ୍କୁଲ
Read More...

ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ଜଣ‌ଙ୍କ ମୃତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜି‌ଲ୍ଲା ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ଜଣେ ପୁରୁଷ ଓ ଜଣେ ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ତେବେ ମହୁଲ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବୁର୍ଲାରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଧକ୍କାଦେଲା ଗ୍ୟାସ୍ ଟ୍ୟାଙ୍କର

ଅନୁଗୁଳ : ଅନୁଗଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲାରୁ କଟକ ଅଭିମୁଖେ ୨ ଜଣ ରୋଗୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ । ତେବେ ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଜରପଡ଼ା ନିକଟରେ
Read More...