Browsing Tag

agalpur news

ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଊଦଘାଟିତ : ବରଗଡ ୟୁନାଇଟେଡ୍ ପ୍ରଥମ ସେମି ଫାଇନାଲ୍‌ରେ…

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସର ଉଦଘାଟନୀ ଖେଳରେ ବରଗଡ ୟୁନାଇଟେଡ୍ ଦଳ ଇଭିନିଙ୍ଗ୍ କ୍ଲବ୍ ଭବାନୀପାଟଣା ଦଳକୁ ୧-୦ ଗୋଲ୍‌ରେ ପରାସ୍ତ କରି ପ୍ରଥମ ସେମି ଫାଇନାଲକୁ
Read More...

ନଅଗାଁ କ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(କ) କ୍ଲଷ୍ଟର ଅନ୍ତର୍ଗତ ବାଇଗଣଖାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ଦେବାଶିଷ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଏଫ୍‌ଏଲ୍‌ଏନ୍‌ ତଥା
Read More...

ସ୍ୱର୍ଗତ ନିରାକାର ସାହୁଙ୍କ ସ୍ମୃତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ଠାରେ ପ୍ରଥମେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଦ୍ୱାରା ଚକ୍ଷୁ ଚିକିତ୍ସା କରାଯାଇଥିଲା । ଏଥିରେ ସମୁଦାୟ ୧୪୨ ଜଣ ଚକ୍ଷୁ ଚିକିତ୍ସା ପାଇଁ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଏହି ପରି ସାପ୍ତାହିକ ବଜାର
Read More...

ଆସ ଆମେ ସ୍କୁଲ ଯିବା କାର୍ଯ୍ୟକ୍ରମ ସାଧନ ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତା ୧୨-୧୨-୨୦୨୫ ଶୁକ୍ରବାର ସିଆର୍‌ସିସି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମର ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଆୟୋଜିତ ହୋଇଯାଇଛି
Read More...

ହେଣ୍ଡଲୁମ ପ୍ରଡୁସର କମ୍ପାନୀ ତରଫରୁ ହସ୍ତତନ୍ତ ବଜାରୀକରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ଆଗଲପୁର ହେଣ୍ଡଲୁମ ପ୍ରଡୁସର କମ୍ପାନୀ ତରଫରୁ ହସ୍ତତନ୍ତ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଓ ବଜାରୀକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ ନାବାର୍ଡ ସହାୟତାରେ ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ଆୟୋଜନ
Read More...

ଆବାସ ଗୃହ ପାଇ ମଧ୍ୟ କାମ ଆରମ୍ଭ କରିନଥିବା ହିତାଧିକାରୀଙ୍କୁ ଚେତାବନୀ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ୭୫୦ ଜଣ ଆବାସ ଯୋଜନା ହିତାଧିକାରୀ ରହିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ମଧ୍ୟ ଘରକାମ ଆରମ୍ଭ କରି ନାହାନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ୨୧୮ ଜଣ ହିତାଧିକାରୀ
Read More...

ଆଗଲପୁର ବ୍ଲକ ଲେଭେଲ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ହାଇସ୍କୁଲ ନଅଗାଁ (କ)ଠାରେ ବ୍ଲକ ଲେଭେଲ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ୟ।ମ ମେହେର ଉପସ୍ଥିତ ଥିଲେ । ସମ୍ମାନୀତ
Read More...

ପଞ୍ଚାୟତ ସ୍ତରୀୟ ପ୍ରତିଫଳିତ ଶିକ୍ଷଣ କର୍ମଶାଳା

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତାରେ ପରିଚାଳିତ କିଶୋରୀ ମାନଙ୍କ ସାମଗ୍ରିକ ବିକାଶ
Read More...

ମହକ କିଶୋରୀ ସଂଗଠନ ତରଫରୁ ଶିଶୁ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଓ ଗ୍ରାମ୍ୟ ଅଙ୍ଗନବାଡିକର୍ମୀଙ୍କ ମିଳିତ ଆନୁକୂଲ୍ୟରେ ନୁନିଆପାଲି ଗ୍ରାମ ପଂଚାୟତର ପାଣ୍ଡେସରା, ଝାଙ୍କରପାଲି ଓ ଝରଣିପାଲି ଗ୍ରାମରେ ଗ୍ରାମରେ ଥିବା
Read More...

ସାଲେଭଟା ଦୁର୍ଗା ମନ୍ଦିର‌ ପ୍ରତିଷ୍ଠା ଉତ୍ସବ ଉଦଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଠାରେ ପାଞ୍ଚଦିନ ଧରି ଚାଲିଥିବା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ରବିବାର ଅର୍ଦ୍ଧରାତ୍ରରେ ମା'ଙ୍କ ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ସୋମବାର ସକାଳେ
Read More...