Browsing Tag

agalpur news

୨୦୦୯-୧୦ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଝରନିପାଲି ସ୍ଥିତ ଇନ୍ଦିରାଗାନ୍ଧୀ ହାଇସ୍କୁଲ ଠାରେ ୨୦୦୯-୧୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୦ ଜଣ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଅଶୋକ ପଧାନଙ୍କ ସଭାପତିତ୍ୱରେ
Read More...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଅନୁଷ୍ଠିତ : ସାମିଲ ହେଲେ ୫୫ ପରିବାର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ସର୍କଲ ତରଫରୁ ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଗଲା । ଉକ୍ତ ସଭାରେ ନଅଗାଁ ସର୍କଲ ସଭାପତି ନୀଳକଣ୍ଠ ପୁଟାଙ୍କ ସଭପତିତ୍ୱରେ
Read More...

ଆଗଲପୁର-ଭରସୁଜା ଅଙ୍ଗ ନଦୀ ଉପରେ ନବନିର୍ମିତ ପୋଲ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଓ ଅର୍ଥମନ୍ତ୍ରୀ ନିରଞନ…

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର-ଭରସୁଜା ଅଙ୍ଗ ନଦୀ ଉପରେ ପ୍ରାୟ ୧୭ କୋଟି ବ୍ୟୟ ଅଟକଳରେ ନବନିର୍ମିତ ପୋଲକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞନ ପୂଝାରୀଙ୍କ ଦ୍ୱରା ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀରେ ସମ୍ମାନିତ ଅତିଥି ଭାବେ
Read More...

ଆଗଲପୁରରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ଆନୁକୁଲ୍ୟରେ ବେନ୍ଦ୍ରା ଗ୍ରାମ ପଂଚାୟତ କାର୍ୟ୍ୟାଳୟ ରାମପୁର ଠାରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବଲାଙ୍ଗିର ମାଟିର ଗୌରବ, ଦୁଖ ସୁଖର ସାଥୀ ଯୁବ ସମାଜସେବୀ ସୋମନାଥ ମିଶ୍ରଙ୍କ ଜନ୍ମ ଦିନରେ ଏକ
Read More...

ଲୋଇସିଂହା ବିଧାୟକଙ୍କ ବିନ୍ଧାପାଲି ଆଂଚଳିକ ଧନୁଯାତ୍ରା କଂସ ଦରବାରରେ ରାଜ ଅତିଥି ଭାବେ ଯୋଗଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ପଂଚାୟତ ବିନ୍ଧାପାଲି ଠାରେ ଚାଲିଥିବା ଆଂଚଳିକ ଧନୁଯାତ୍ରା କଂସ ଦରବାରରେ ରାଜ ଅତିଥି ଭାବେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ନିମନ୍ତ୍ରଣ ପାଇ ଯୋଗ ଦେଇଥିଲେ । ଆଖପାଖ ୮ଗୋଟି ଗ୍ରାମକୁ ନେଇ ଚାଲିଥିବା ଆଂଚଳିକ ଧନୁଯାତ୍ରା
Read More...

ବିନ୍ଧାପାଲି ଆଞ୍ଚଳିକ ଧନୁଯାତ୍ରାର ୭ମ ଦିନରେ ଅତିଥି ସମାଗମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଆଗଲପୁର, (ପୁସ୍ତମ ଯୁଆଡି) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବିନ୍ଧାପାଲି ଖେଳ ପଡିଆଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାରାଜା କଂସଙ୍କ ରାଜୁତି ସହିତ ସାସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ବେଶ ମଜା ନେଉଛନ୍ତି । କଂସ ଦରବାରରେ ଆମନ୍ତ୍ରିତ ଅତିଥି ଲୋଇସିଂହା
Read More...

୪ ବର୍ଷର ସନ୍ତାନକୁ ଛାଡି ପ୍ରେମିକ ସହିତ ଫେରାର୍‌ ହେବା ପରେ ଏବେ ପ୍ରତାରଣାର ଶିକାର ହେଲେ ମହିଳା

ନବଜାତ ଶିଶୁ ସହ ଉତ୍ତର ପ୍ରଦେଶ ଲଳିତପୁର ଜିଲ୍ଲାରୁ ବିକ୍ରି ମହିଳା ପୋଲିସ ଦ୍ୱାରା ଉଦ୍ଧାର ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରିନବଚନ ଗ୍ରାମର ଜଣେ ମହିଳାଙ୍କୁ ଉତ୍ତର ପ୍ରଦେଶ ରାଜ୍ୟର ଲଳିତପୁର ଜିଲ୍ଲା ସୋଜାନ ଥାନା ନିକୁରା ଗ୍ରାମରୁ ଆଗଲପୁର ପୋଲିସ ଉଦ୍ଧାର କରିବାରେ
Read More...

ମନରେଗା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତକୁ ନେଇ ଗ୍ରାମବାସୀ ଅସନ୍ତୋଷ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ରାସ୍ତା ପାର୍ଶ୍ବରେ ଥିବା ଖରଡିଆମୁଣ୍ଡା ମାଟି ଉନ୍ନତି ଓ ପାହାଚ ନିର୍ମାଣ ଫେଜ-୧ ଓ ଫେଜ-୨ କାମର ଦୁର୍ନୀତି ସମ୍ବନ୍ଧରେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଅନୁଯାୟୀ ତା ୯/୧୨/୨୧ରିଖ
Read More...

ହରିଶଙ୍କର ପୀଠରେ ସିଆର୍‌ପିଏଫ୍‌ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ସିଆର୍‌ପିଏଫ୍‌ ବାଟାଲିୟନ ୧୮୯ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ୍ କମାଣ୍ଡର ପବନ କୁମାର ତିଓ୍ୱାରୀ ଏବଂ ଲଖବିନ୍ଦର ସିଂହ
Read More...

ଆଗଲପୁର ବ୍ଲକ ବିଡିଓଙ୍କୁ ଜିଓଟେଗ ସଂଘର ଦାବୀପତ୍ର ପ୍ରଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଜିଓଟେଗ୍‌ ସଂଘ ବିଭିନ୍ନ ସମସ୍ୟାକୁ ନେଇ ବିଡିଓ ଶଶାଙ୍କ କେରକେଟାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଓଟେଗ ସଂଘ ପ୍ରକାଶ କରିଛନ୍ତି ଯେ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ନମ୍ବର ୧୧୯୨୭/୫-୭-୨୦୧୭
Read More...