ଆଗଲପୁର ଫାଣ୍ଡି ଥାନା ହେଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଫାଣ୍ଡିକୁ ଥାନାରେ ଉନ୍ନିତ କରାଗଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ ହେତୁ ନୂତନ ଥାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହାଇଛି । ଥାନା ହେବାପରେ ଅଞ୍ଚଳର ଆଇନ ଶୃଙ୍ଖଳା ଦିଗରେ ପୁଲିସ ଅଧିକ ସକ୍ଷମ ଓ!-->…
Read More...
Read More...