Browsing Tag

agalpur news

ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ

ଆଗଲପୁର, (କେପିଏନ୍‌ଏସ୍‌) : ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ ଭରସୁଜା ଗ୍ରାମ ସ୍ଥିତ ଆମ୍ବ ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଏହି ବ୍ୟାଚ୍‌ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇ ବଣଭୋଜିର ଆୟୋଜନ କରି
Read More...

ଜେବଲିନ ପଶି ଜଣେ ଛାତ୍ର ଗୁରୁତର ଭାବେ ଭୀମଭୋଇ ମେଡିକାଲରେ ଭର୍ତ୍ତି

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲରେ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ବେକର ଉପର ଭାଗରେ ଜେବଲିନ ପଶି ଗୁରୁତର ଥିବା ଜଣାପଡିଛି । ଛାତ୍ରଙ୍କ ନାମ ସଦନନ ମେହେର ବୋଲି ଜଣାପଡିଛି । ତେବେ ତାଙ୍କୁ
Read More...

ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ସ୍ଥିତ ରାମପୁର ହାଇସ୍କୁଲ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ରାଉତ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ଗ୍ରନ୍ଥକୀଟ ହେବା ପାଇଁ ପରାମର୍ଶ ଦେଇଥିଲେ ।
Read More...

ଆଗଲପୁର ଶାଖା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାର କାର୍ଯ୍ୟକାରିଣୀ ବୈଠକ ରିନବଚନ ଗ୍ରାମ ପଂଚାୟତ ବାଗ ଝୁଲା ସମୀର ଦିବ୍ୟାଙ୍ଗ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂଗଠନ ସମାଜସେବା କ୍ଷେତ୍ରରେ ଆଗେଇ ଆସି ନିଜର
Read More...

ଆଗଲପୁର ସାପ୍ତାହିକ ବଜାର ଦିନ ପରିବର୍ତ୍ତନ ହେଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସାପ୍ତାହିକ ବଜାର ବୁଧବାର ପରିବର୍ତ୍ତେ ରବିବାର ଦିନ ବସିବ । ଆଗଲପୁର ସରପଂଚ ନନ୍ଦିନୀ ମେହେର ପ୍ରକାଶ କରିଛନ୍ତି ଯେ, ଯେଉଁ ସ୍ଥାନରେ ଓ ଯେଉଁ ସମୟରେ ବଜାର ବସୁଥିଲା ସେହି ସ୍ଥାନରେ ପୂର୍ବରୁ ସ୍କୁଲ କଲେଜ ଆଦି ନଥିଲା । କିନ୍ତୁ ବତ୍‌ର୍ତ୍ତମାନ
Read More...

ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ) ହାଇସ୍କୁଲ ପଡିଆରେ ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ଏକ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ଟି ୩ ଦିନ ଧରି ଅନୁଷ୍ଠିତ ହୋଇ ଗତକାଲୀ ତାର ଫାଇନାଲ ମ୍ୟାଚ ଅନୁଷ୍ଠିତ
Read More...

ବେନ୍ଦ୍ରା ପଂଚାୟତ ଅଫିସ ରାମପୁର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ପଂଚାୟତ ରାମପୁର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ସମର୍ପଣ ସେବା ସଂଗଠନର ସକ୍ରିୟ ସଦସ୍ୟ ସୁଜିତ କର୍ଣ୍ଣଙ୍କ ଜନ୍ମଦିନ ଅବସରରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ।
Read More...

ଆଗଲପୁର ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ଆଗଲପୁର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଉପରବାହାଲ ଠାରେ ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ ଉପସଭାପତି ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ଓଷ୍ଟା ସଭାପତି ପୁରନ୍ଦର ଦାଶ, ଜିଲ୍ଲା
Read More...

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ ବକଟି ଆଂଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଏମଏଚଏସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାସୁଦେବ ପଧାନଙ୍କ ସଭାପତିତ୍ୱରେ ବକଟି କ୍ଲଷ୍ଟରସ୍ତରୀୟ ସିଆରସିସି ବାବୁ ଲାଲ
Read More...

ଆଗଲପୁରର ଅତିରିକ୍ତ ତହସିଲଦାର ପ୍ରଭାକର ପଧାନଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁରର ଅତିରିକ୍ତ ତହସିଲଦାର ପ୍ରଭାକର ପଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଗଲପୁର ତହସିଲଦାର ସୁଚିତା ପୁଷ୍ପାଙ୍କ କହିବା ଅନୁସାରେ ବାଲି ମାଫିଆମାନେ ଅଂଗ ନଦୀରୁ ଗତ ରାତ୍ରୀ ସମୟରେ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ଚାଲିଥିବା
Read More...