ବେନ୍ଦ୍ରା ରଘୁନାଥ ମନ୍ଦିର ମହନ୍ତଙ୍କ ପରଲୋକ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ରଘୁନାଥ ମନ୍ଦିର ମଠର ମହନ୍ତ ଶ୍ରୀ ଶ୍ରୀ ବାସୁଦେବ ଦାସ ମହାରାଜଙ୍କ ପରଲୋକ ହୋଇଯାଇଛି । ମଠାଧିସଙ୍କ ପରଲୋକରେ ବେନ୍ଦ୍ରା ଗ୍ରାମସବୁ ତଥା ଅଂଚଳବାସୀ ଶୋକ ସନ୍ତପ୍ତ ହୋଇଯାଇଛନ୍ତି । ମହନ୍ତଙ୍କ ଶେଷ!-->…
Read More...
Read More...