Browsing Tag

agalpur news

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁଫାସଡ ଗ୍ରାମ ପଂଚାୟତ ବାଞ୍ଜିପାଲି ଗ୍ରାମର ରଘୁ କୁମ୍ଭାର(୪୦ବର୍ଷ)ଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ପୋଲିସ ପକ୍ଷରୁ ପ୍ରକାଶ । ସୂଚନା ମୁତାବକ, ବାଞ୍ଜିପାଲି ଗ୍ରାମର ରଘୁ କୁମ୍ଭାର କୌଣସି କାମରେ
Read More...

୪୧ତମ ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍‌

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ଆଥ୍‌ଲେଟିକ୍‌ ଆସୋସିଏସନର ୪୧ତମ ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ପ୍ରଥମ ସେମିଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବନାମ କୁଚିଣ୍ଡା (ବିଏଫସି) ମଧ୍ୟରେ ପ୍ରଥମ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ଫାଣ୍ଡିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗଲପୁର ଥାନା ଗତ ୯ ତାରିଖରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ନୂତନ ଥାନାଧିକାରୀ ଆଇଆଇସି ସନାତନ ସାହୁଙ୍କୁ ଦାୟିତ୍ୱ ଦେଇଥିବାରୁ ଗତକାଲି ଆଗଲପୁର ବିଙ୍ଗ ହ୍ୟୁମାନ
Read More...

କର୍ମଚାରୀ ଅଭାବ, ଉନ୍ନୟନ କାମ ବାଧାପ୍ରାପ୍ତ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ଅନେକ ପଦବୀ ଖାଲି ପଡିଛି । ଫଳରେ ଉନ୍ନୟନମୂଳକ କାମ ହୋଇପାରୁ ନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବ୍ଲକରେ ୨୦ଟି ପଂଚାୟତରୁ ୧୦ଟି ପଂଚାୟତରେ ପିଇଓ ପଦବୀ ଖାଲି ପଡିଛି । ଜଣେ ଲେଖାଏଁ ପିଇଓ ୨ଟି
Read More...

ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ଆଥ୍‌ଲେଟିକ୍‌ ଆସୋସିଏସନ ଦ୍ୱାରା ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ପଦ୍ମପୁର ବନାମ କୁଚିଣ୍ଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଖେଳ ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କୌଣସି ଗୋଲ
Read More...

୪୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଖେଳ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଥ୍‌ଲେଟିକ୍‌ ଆସୋସିଏସନ ଆଗଲପୁରରେ ୪୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳରେ ଅତିଥି ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗଲପୁର ଥାନାର ଶୁଭ ଉଦ୍‌ଘାଟନ

ଆଗଲପୁର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗଲପୁର ଥାନାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ
Read More...

ଆଗଲପୁର ମାହେଶ୍ୱରୀ ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଆଗଲପୁର ଶାଖାର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ନିମନ୍ତେ ପ୍ରଥମେ ମଶାଲ ଶୋଭାଯାତ୍ରାକୁ ଫାଣ୍ଡି ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଓ ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶ ଅଂକୁଶ କୁମାର
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ତରଫରୁ ବିଡ଼ିଓ ଶଙ୍କର କେରକେଟାଙ୍କୁ ୬ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀମାନଙ୍କୁ ତାଲିମ ପ୍ରଦାନ ସାଙ୍ଗକୁ ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ, କର୍ମସ୍ଥଳୀରେ ସୁରକ୍ଷା ପ୍ରଦାନ, ମନରେଗାର ସମସ୍ତ
Read More...

ଆଗଲପୁରଠାରେ ନବାହ ପାରାୟଣ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁରଠାରେ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଅତିଥି ଭାବେ ଯୋଗ ଦେଇ ଭଗବାନଙ୍କୁ ଦର୍ଶନ କରି ଉପସ୍ଥିତ ଜନତାଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ
Read More...