ଲକ୍ଷ୍ମୀକାନ୍ତ ସାହୁ
( ୧)
ଖୋବ୍ ମନେ ପଡ଼ସି
ସେ ଝିପିର ଝାପିର ବର୍ଷା
ଲଗାତର ରାଏତ ସରତା ଟ୍ଟଟ୍ଟ.
ରାତିର ଏଗାର ବାଜଲା ଏଭେ
କବାଟ ଠକ୍ ଠକ୍ କଲା ଅନାମିକା,
କାବା ହେସି ତାହାକେ ଦେଖି
ହାତେ ଖାଲି ଛୋଟଟେ ବେଗ
ଆରୁ ବେଗ ଭିତରେ ଦୁଇ ସାର୍ ଡ୍ରେସ ,
ବିନତି କରି କହୁଛେ–
“ଚାଲ ଆମେ ପଲେଇ ଯିମା
ଇ’ ସହର ଛାଡ଼ି ହର ଦିନ ଲାଗି
କେନସି ଗୁଟେ ନୂଆଁ ଜାଗାକେ ପଳେଇ ଯିମା
ଯେନ ଆମକେ କେହି ଚିନହିିଁ ନିପାରନ
ହସିଖୁସିର ଗୁଟେ ସଁସାର ବସାମା” ?
(୨)
ସତେ କା’ଣା ମା’ବୁଆ ମାନେ
ଏଛେନ୍ ବି ଜାଏତ ଧରମ, ଧନୀ ଗରିବ
ମୁଡ଼େ ବସେଇଛନ ଯାଏକ
ଇଟା କା’ଣ। କେଁଭେ ମେଟି ନି ପାରେ ?
ପ୍ରେମ ସବୁ ଯୁଗେ କଁଟା ଆଏ କେଁ
ଏବଭ ବି ସମିଆ ଅଛେ ସୁଧୁରିଯିବାର କେ
ଆପନା ଅପନାର ମନ୍ ଚିନ୍ହ୍ବାକେ ?
(୩)
ଅଚ।ନକ ଫଏସଲା କଲିଁ
ତା’ର ହାତ ଧରି ସବୁ ଦିନ ରହେବ।କେ
ବାଟ ଚାଲ ବାର ପତେ
ଟିକେ ଟାଖ ପ୍ପ୍ଲିଜ୍
ଆଏବାର୍ ଟ୍ରେନରେ ବସି କରି
ବଲାଙ୍ଗିର ନୁ ପଲେଇଯିମା
କାହିଁ କେତନି କେତେ ଧୁର ଟ୍ଟ.
ଅଗମ ପତା ହେଇଯିମା . . . ??
(୪)
ଛ।ତି ନେ ହାତ ରଖି
ଲମ୍ଭା ଶାଁସ ନେଲା ଅନାମିକା
ଛନେକର ଲାଗି ସଁ…ସଁ… ହଇଗଲା ,
ତା’ର ପ୍ରେମ ଆରୁ ପ୍ରେମିକକେ ବିଶ୍ୱାସ ଥିଲା
ମାତର୍କ’ ହେ ଦିନ ବଲବାରଟା
ଟ୍ରେନ ଘଂଟେ ଲେଟ୍ ଚାଲିଥିଲା . .!!
(୫)
ଅଚାନକ ଦୁଇଟା ଚାଏର ଚକିଆ
ବିଜଲି ମାରଲା ଲେଖେଁ
ପ୍ଲାଟଫର୍ମ ଆଗାଡ଼େ ଖାଡ଼ା–
ସୁଟ୍ ବୁଟ୍ ପିନ୍ଧା କେତେଟା
ହାଇ ଫାଇ ଲୋକ୍ ପିଟି ଆଏଲେ
ବଲ ଯେତେ ଉଁକିଆ ଦିଶୁଥିଲା
ବିଚରା ସେତକି ମାଡ ଖାଉଥିଲା . . .
ଅନାମିକାର ହାତୁ ସତେ ଯେନ୍ତା
ତା’ର ହାତ ଖଁସରି ଖଁସରି ଗଲା
ସବୁ ଦିନର ଲାଗି-
ସବୁ ଜନମ ଲାଗି ବି
ନିରଧୁମ ପିଟି ପିଟି ପକେଇ ଦେଲେ
ରେଲପଟରି ଉପରେ
ଏଛେନ ଟ୍ରେନ୍ ର ଆସବାର ସମିଆଁ ହେଇ ଯାଇଥିଲାନ
ବୁପୁରା, ସଚ୍ଚା ପ୍ରେମ ଲାଗି ଜୀବନ ହାରିଦେଲା..!
(୬)
ଯାହା ସବୁ ଘଟିଗଲା
ଅନାମିକାର ଆଖି ଆଘେ
ସେ ନିଜକେ ଆର କାହାକେ
ବିଶ୍ୱାସ କରି ନାଇଁ ପାରୁଥିଲା
ତାର ମୁହୁଁ ବଂଦ ହେଇ ଯାଇଛେ
ସେ ଆଇସୁୟୁ ଥି ଭର୍ତ୍ତି ହେଇଛେ
ଏବେ କୋମାକେ ପଲେଇଇ ଗଲାନ’
ଖାଲି ଦେଖୁଛେ ଵଏଲେ
ତା’ର ମନରସିଆ ଜୁଆନ ଧଙ୍ଗରାକେ
ଆର ଅଠିଁପହର କାନେ ଝଁଟ୍ଟ. ଝଁଟ୍ଟ.ଶୁଭୁଛେ
ଟ୍ରେନ ମାଡ଼ି ଗଲା ବେଲର ସେ
ଘଡ଼ଟ୍ଟ.ଘଡ. . . ଘଡ..ଘଡଟ୍ଟ..ଶବଦ !!!!
( ୭)
ସତେ ପ୍ରେମକେ ଲୁକେ କାଏଁନି ବୁଝବାର
ଏଛେନ ହୁରୁଦକେ ଚିହ୍ନବାର ସମିଆଁ ଆଏଲାନ’
ବାକି ଅନାମିକା ଦୁଇ ହପ୍ତା କୋମାରେ ରହେଲା ପରେ
ହର ଦିନ ଲାଗି ଦୁନିଆଁ ଦେଖବାର ଛାଡ଼ିଦେଲା ଟ୍ଟ.
ଦୁହେଁ ପଛେ ମରିଗଲେ
ଲେକିନ’ ସଚ୍ଛା ପ୍ରେମର ଛାପଟେ ଛାଡ଼ିଗଲେ
ଆରୁ ଇ କଥା ଟେ ଶିଖେଇ ଦେଲେ ଯେ-
“ମାରପିଟ, ହନା କଟା, କେନସି ସମିଆିଁର
ଅସଲ ସମାଧାନ ନାଇଁସେ, ହଁ, ନାଇଁ ସେ । ।
ଡୁଡୁକାମୁଣ୍ଡା
ବଲାଙ୍ଗିର