oom

କପିଲଧାରରୁ ଦ୍ୱିତୀୟ ଶବ ଉଦ୍ଧାର

jsmm

ବରଗଡ଼, (ଗୋପୀନାଥ ସାହୁ) : ଅସାବଧାନତାବଶତଃ ଗତ କାଲି କପିଲଧାରରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ କ୍ଷୀରୋଦ ସୋନୀଙ୍କ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ବିଜ କୁମାର ମହାକୁରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ପାହାଡ଼ ତଳକୁ ଶବକୁ ଓହ୍ଲାଇବା ପାଇଁ ଢେ଼ର ପରିଶ୍ରମ କରିବାକୁ ପଡ଼ିଛି । ଭାର ସାହାଯ୍ୟରେ ବୁହା ହୋଇ ଅଣାଯାଇଛି ଶବ ।

jittmm
Leave A Reply

Your email address will not be published.