oom

ତୋଷାଳୀ ମହୋତ୍ସବରେ କୋଶଳି ଡେରା ସମ୍ମାନିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ତୋଷରା ସରସ୍ୱତୀ ବିଦ୍ୟା ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଚାଲିଥିବା ତୋଷାଳୀ ମହୋତ୍ସବ – ୨୦୨୫ ଅବସରରେ ନିଷାନ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସମୟରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଳି ଡେରାକୁ ନିଷାନ କଳାପଟା ସମ୍ମାନରେ ସମ୍ମାନିତ କରାଯାଇଛି । ଏ ଅବସରରେ କୋଶଳି ଡେରା ତରଫରୁ ଲାଲଚନ ବଗର୍ତ୍ତୀ, ଶାନ୍ତନୁ ବୁଧିଆ, କ୍ଷୀରୋଦ୍ର କୁମାର ସାହୁ, ସାବିତ୍ରୀ ସାହୁ, ସବିତା ମହରା, ଆଶୁତୋଷ ଠାକୁର, ସଂଯୁକ୍ତା ପରିଚ୍ଛା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.