oom

ଟିଏମସି ଗୁଡ଼ିକରେ ସାମଗ୍ରୀ ଯୋଗାଇ ପ୍ରାପ୍ୟ ପାଇ ନାହାନ୍ତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବିଭିନ୍ନ ଟିଏମସି ମାନଙ୍କରେ ପାଇକମାଲ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ପତ୍ର ସଂଖ୍ୟା.୭୭୨/ ୨୮.୦୩.୨୦୨୦ ଏବଂ ପତ୍ରସଂଖ୍ୟା. ୭୯୦/ ୦୨.୦୪.୨୦୨୦ ଅନୁସାରେ ଟିଏମସିରେ ବ୍ୟବହାର ସାମଗ୍ରୀ ଯଥା ଗଦି, ଗଦି କଭର, ତକିଆ, ତକିଆ କଭର, ବେଡସିଟ, ଇନଭେଟର୍, ବାଲଟି, ମଗ, ବ୍ଲିଚିଙ୍ଗ, ଫିନାଇଲ ଇତ୍ୟାଦି ଲକଡାଉନ ସମୟରେ ଅନେକ ଅସୁବିଧା ସତେ୍‌ତ୍ତ୍‌ତ୍ତ୍ୱ ଯୋଗାଇ ଦେଇଥିଲେ ସୁଦ୍ଧା ଅଦ୍ୟାବଧି ପାଇକମାଲ ସ୍ଥିତ ମିତଲ କଲେକସନ୍‌ର ମାଲିକ କମଲେଶ ଅଗ୍ରୱାଲ ପ୍ରାପ୍ୟ ନ ପାଇବା ଫଳରେ ୬.୧୦.୨୦୨୦ ତାରିଖରେ ଲିଖିତ ଭାବେ ବିଡିଓ ପାଇକମାଲଙ୍କୁ ଜଣାଇଛନ୍‌ନ୍ତି । ପ୍ରାପ୍ୟ ମିଳିବା ଆଶାରେ ଲେଖି ଜଣାଇଥିବା ସେ କହିଛନ୍ତି ।

jittmm
Leave A Reply

Your email address will not be published.