jayashree

ସୁପ୍ରିମ ଟାକ୍ସ ଜେନରାଲ ହସପିଟାଲ ଓ ନେତ୍ରନିକେତନ ଠାରେ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସୁପ୍ରିମ ଟାକ୍ସ ଜେନେରାଲ ହସ୍‌ପିଟାଲ୍‌ ଓ ନେତ୍ରନିକେତନ ଜ୍ୟୋତିନଗର ଲାଲଟିକିରା ବଲାଙ୍ଗିର ଠାରେ କୋଭିଡ୍‌ ୧୯ ଟୀକାକରଣ କାର୍ଯ୍ୟକ୍ରମ (ବେସରକାରୀ) ଶୁଭାରମ୍ଭ ସିଡିଏମ୍‌ଓ ଡା. ଭୀମ ସାହଙ୍କ କରକମଳରେ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡା. ସୁଧା ବାର୍ଲା, ଡିଏମ୍‌ି ଗୁରୁଦେବ କୁମ୍ଭାର, ପିଟରସନ୍‌ ଭୋଇ, ସୁବ୍ରତ ସାହୁ, ତଥା ସୁପ୍ରିମ ଟାକ୍ସ ହସପିଟାଲର ଏସୋସିଏଟ୍‌ ଡାଇରେକ୍ଟର୍‌ ପ୍ରବୀଣ ନାଗ, ହ ସ୍‌ପିଟାଲ୍‌ର ମେନେଜର୍‌ ମେରିଆନୁସ୍‌ ଲାକ୍ରା ଓ ପ୍ରଶାସକ ସିମୋନ୍‌ ପାଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.