oom

ସର୍ବସମ୍ମତି ଆଧାରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସର୍ବସମ୍ମତି ଆଧାରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ ହୋଇଥିବା ସୂଚନା ମିଳିଛି । ଦାବୀ ପୂରଣ ପାଇଁ ସରକାରଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ ହୋଇଥିବା କୁହାଯାଇଛି । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏନେଇ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.