oom

ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଗତ ୧୪ ଫେବୃଆରୀ ୨୦୧୯ ଦିନ ପୁଲୱାମା ଠାରେ ବୋମା ବିସ୍ପୋରଣରେ ୪୦ ଜବାନ ସହିଦ ହୋଇଯାଇଥିଲେ । ତାଙ୍କ ସ୍ମୃତିରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତ୍ରର୍ଗତ ଝାଙ୍କରପାଲି ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ବାରା ଝାଙ୍କରପାଲି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଦେଶର ବୀର ଶହୀଦ ଯବାନଙ୍କ ଅମର ଆତ୍ମାର ସତଗଦି ନିମନ୍ତେ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଏବଂ କ୍ୟାଣ୍ଡେଲ ମାର୍ଚ୍ଚ କରି ଝାଙ୍କରପାଲି ଗ୍ରାମ ପରିକ୍ରମା କରାଯାଇଥିଲା ।

jittmm
Leave A Reply

Your email address will not be published.