mahavir

୯୮.୪ ଶତକଡା ମାର୍କ ରଖି କମାଲ କଲେ ବଲାଙ୍ଗିର ମାଟିର ପୁଅ ସ୍ୱାଗତ ମହାପାତ୍ର

ବଲାଙ୍ଗିର : ୯୮.୪ ଶତକଡା ମାର୍କ ରଖି କମାଲ କଲେ ବଲାଙ୍ଗିର ମାଟିର ପୁଅ ସ୍ୱାଗତ ମହାପାତ୍ର । ବର୍ତ୍ତମାନ ସିବିଏସସି ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ ଛାତ୍ର ସ୍ୱାଗତ ମହାପାତ୍ର ୯୮.୪ ଶତକଡା ମାର୍କ ରଖି ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବଳରେ ଆଜି ସେ ଏହି ସଫଳତା ପାଇ ପାରିଥିବା ବେଳେ ଶ୍ରେୟ ତାଙ୍କ ଜନ୍ମଦାତ୍ରୀ ମାଁ ଓ ଟଙ୍କା ବାପା ଙ୍କ ସହ ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଉଛନ୍ତି । ବଡ଼ ହେଲେ ଡାକ୍ତର ହେବାର ସ୍ବପ୍ନ ରହିଛି । ତେବେ ତାଙ୍କ ସଫଳତାକୁ ନେଇ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଏହାକୁ ନେଇ କଣ କହୁଛନ୍ତି ସାର୍ଥକ ଓ ତାଙ୍କ ଜନ୍ମଦାତ୍ରୀ ମାଁ ବାପା ଆସନ୍ତୁ ଶୁଣିବା ।

Leave A Reply

Your email address will not be published.