om academy

ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ସତର୍କ ସୂଚନା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ଗର୍ଭବତୀ ଓ ପ୍ରସୂତି ମହିଳାମାନେ କୋଭିଡ୍ ସନ୍ଦିଗ୍ଧ ବା ଆକ୍ରାନ୍ତଙ୍କ ଠାରୁ ଦୂରେଇ ରୁହନ୍ତୁ। ଆଶା ଦିଦି, ସ୍ୱାସ୍ଥ୍ୟକର୍ମୀ/ ଡାକ୍ତରଙ୍କ ସହ ଯୋଗାଯୋଗ ରଖନ୍ତୁ। ୧୦ ବର୍ଷରୁ କମ୍ ବୟସ ଶିଶୁମାନଙ୍କ ଅଧିକ ଯତ୍ନ ନିଅନ୍ତୁ। ୪୦ ସେକଣ୍ଡ ଯାଏଁ ସାବୁନରେ ହାତ ଧୁଅନ୍ତୁ। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର୍‌ରେ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.