ଇସ୍ପାତ କାରଖାନାରେ ଧର୍ମଘଟ ଶତ ପ୍ରତିଶତ ସଫଳ

ରାଉରକେଲା : ଆଜି ମିଳିତ ଟ୍ରେଡ ୟୁନିୟନର ଡାକରାରେ ସେଲ୍ ବ୍ୟାପି ଧର୍ମଘଟ ରାଉରକେଲା ଇସ୍ପାତ କାରଖାନାରେ ଶତ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ସମସ୍ତ ଇସ୍ପାତ କାରଖାନା କର୍ମଚାରୀ ସ୍ୱତଃ ପ୍ରବୃତ୍ତ ଏହି ଧର୍ମଘଟରେ ସାମିଲ ହୋଇ ଏହାକୁ ସଫଳ କରିଥିବା ବେଳେ ଏହା ଭାରତ ଇତିହାସରେ ଏକ ଐତିହାସିକ ଧର୍ମଘଟ ବୋଲି ଶ୍ରମିକ ନେତା ମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.