ସାମ୍ବାଦିକ ମହେନ୍ଦ୍ର ପ୍ରଧାନଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୨.୩୦ମି ସମୟରେ ବଲାଙ୍ଗିର ଗାନ୍ଧୀନଗରପଡା ସାମ୍ବାଦିକ ମହେନ୍ଦ୍ର ପ୍ରଧାନଙ୍କ ପିତା ସହଦେବ ପଧାନ (୯୭) ବର୍ଷରେ ବିୟୋଗ ହୃଦଘାତରେ ହୋଇଯାଇଛି । ମୃତ୍ୟୁ ସଜ୍ଜା ନିକଟରେ ବଡପୁଅ ମହେନ୍ଦ୍ର, ସ୍ତ୍ରୀ ବିମଳା, ନାତି ରୋଶନ, ନାତୁଣୀ ରୋଜି, ସାନ ପୁଅ ଗୌତମ, ନାନି ଜାହ୍ମବୀ । ପୁଇଁନ୍ତଲା ବ୍ଲକର ବହଲପଦର ପଂଚାୟତ ପୈତୃକ ଗ୍ରାମ ମଙ୍ଗଳାମୁଣ୍ଡାଠାରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁତ୍ର ମହେନ୍ଦ୍ର ମୁଖାଗ୍ନି ଦେଇଥିଲେ । ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା ।

Leave A Reply

Your email address will not be published.