ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଖେଳ ଶିକ୍ଷକ ପ୍ରଶାନ୍ତ ଥାନାପତିଙ୍କ ଅନୁରୋଧ କ୍ରମେ ଅଧକ୍ଷ ବସନ୍ତ କୁମାର ମନହୀରା ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.